ବିଷମକଟକ ବସ୍ଷ୍ଟାଣ୍ଡରେ ଜଳିଗଲା ୪ଟି ବସ୍
ରାୟଗଡ଼ା ଜିଲା ବିଷମକଟକ ବ୍ଲକର ବିଜୁ ପଟ୍ଟନାୟକ ବସ୍ଷ୍ଟାଣ୍ଡରେ ଜଳି ପାଉଁଶ ହୋଇଯାଇଛି ୪ଟି ବସ୍। ଜଳିଯାଇଥିବ ବସ୍ ଜଣେ ମାଲିକଙ୍କର ବୋଲି ସୂଚନା ମିଳିଛି । କିନ୍ତୁ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚିଥିଲେ…
One Step Ahead