Tag: building collapses

Building Collapses in Delhi: ଦିଲ୍ଲୀରେ ଭୁଶୁଡ଼ିଲା ପାଞ୍ଚ ମହଲା କୋଠା: ଜଣେ ମୃତ; ଅନେକ ଚାପି ହୋଇରହିଥିବା ଆଶଙ୍କା

ନୂଆଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ବହୁତଳ ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିବାରୁ ଏକ ଅଭାବନୀୟ ଘଟଣା ଘଟିଛି। “ହଷ୍ଟେଲ ଡେଜ୍” ନାମକ ଏକ ପାଞ୍ଚ ମହଲା ପିଲାଙ୍କ ପିଜି ହଷ୍ଟେଲ ବିଲ୍ଡିଂ ଆକସ୍ମିକ ଭାବେ ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ…