ରାଜନୀତି ରାଜ୍ୟ ଡବଲ ଇଞ୍ଜିନ ସରକାରଙ୍କ ରେଳ ବଜେଟ ନୈରାଶ୍ୟଜନକ: ବିଜେଡି February 4, 2025 Nirvay କେନ୍ଦ୍ର ରେଳ ବଜେଟ ସମ୍ବନ୍ଧରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜୁ ଜନତା ଦଳ ଏହାକୁ ଏକ ଫମ୍ପା ଶବ୍ଦ ଓ ପ୍ରଚାର ସର୍ବସ୍ୱ ବୋଲି କହିଛି…
ଦେଶ ବଜେଟ ୨୦୨୫: ଗଡ଼ିବ ଆଉ ୨୦୦ ବନ୍ଦେ ଭାରତ, ୧୦୦ ଅମୃତ ଭାରତ ଟ୍ରେନ୍ February 1, 2025 Nirvay କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ କୁ ସ୍ୱାଗତ କରିଛନ୍ତି । ସଂସଦରେ ଆଜି ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ ହେବା ପରେ ରେଳ ବଜେଟ୍ ଘୋଷଣା କରାଯାଇଛି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ…
ଦେଶ ରାଜ୍ୟ ବଜେଟକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ନବୀନ February 1, 2025 Nirvay ଆଜି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ ହୋଇଥିବାବେଳେ ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆଜି ଦେଶର ଯୁବବର୍ଗଙ୍କୁ ଚାକିରିର ଘୋର ଆବଶ୍ୟକତା ଥିବାବେଳେ ଏବଂ ଅତ୍ୟାବଶ୍ୟକ…
ଦେଶ ବଜେଟ ୨୦୨୫: ସବୁ ଉଚ୍ଚମାଧ୍ୟମିକ ସ୍କୁଲରେ ହେବ ବ୍ରଡବ୍ୟାଣ୍ଡ ବ୍ୟବସ୍ଥା February 1, 2025 Nirvay ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ । ବଜେଟ୍ରେ ଦେଶରେ ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱ ଦେଇଛନ୍ତି ମୋଦୀ ସରକାର । ➡️ଭାରତନେଟ ପ୍ରକଳ୍ପ ଅଧୀନରେ ଗ୍ରାମାଞ୍ଚଳର ସମସ୍ତ ସରକାରୀ ମାଧ୍ୟମିକ ବିଦ୍ୟାଳୟ ଏବଂ ପ୍ରାଥମିକ…
ଦେଶ ସଂସଦ ବଜେଟ ଅଧିବେଶନ ପୂର୍ବରୁ ଆଜି ବସିଛି ସର୍ବଦଳୀୟ ବୈଠକ January 30, 2025 Nirvay ଆସନ୍ତାକାଲିଠୁ ପାର୍ଲାମେଣ୍ଟ କେନ୍ଦ୍ର ବଜେଟ ଅଧିବେଶନ । ତା’ପୂର୍ବରୁ ଆଜି ବସିଥିଲା ସର୍ବଦଳୀୟ ବୈଠକ । ଚଳିତ ବଜେଟ ଅଧିବେଶନ କିପରି ଶାନ୍ତି ଶୃଙ୍ଖଳାରେ ସୁରୁଖୁରୁରେ ଚାଲିପାରିବ ସେଥିପାଇଁ ସରକାର ସବୁ ଦଳର ସହଯୋଗ ଲୋଡିଛନ୍ତି କେନ୍ଦ୍ର ସରକାର । ଫେବୃଆରୀ…