ତାଜା ଖବର ରାଜ୍ୟ ବ୍ରାଉନସୁଗାର ହବ୍ ପାଲଟିଛି ଓଡ଼ିଶା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ March 17, 2025 Papirani ଆଜି ବିଧାନସଭା ଗୃହରେ ଉଠିଲା ବ୍ରାଉନସୁଗାର ପ୍ରସଙ୍ଗ । ଦିନକୁ ଦିନ ବ୍ରାଉନସୁଗାର ହବ୍ ପାଲଟୁଛି ଓଡ଼ିଶା । ଆଜି ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲିଖିତ ଉତ୍ତରରେ କହିଛନ୍ତି ୩ ବର୍ଷରେ ରାଜ୍ୟରେ ୭୭.୩୪୪ କେଜି ବ୍ରାଉନସୁଗାର ଜବତ ହୋଇଛି…