Tag: Blind Cricket Asia Cup

Blind Cricket Asia Cup: ଦୃଷ୍ଟିବାଧିତ ଏସିଆ କପ୍ ପାଇଁ ଭାରତର ସମ୍ଭାବ୍ୟ ଦଳରେ ୩ ଓଡ଼ିଆ

ଦୃଷ୍ଟିବାଧିତ ଏସିଆ କପ୍ କ୍ରିକେଟ୍ ପାଇଁ ଭାରତର ୨୪ ଜଣିଆ ସମ୍ଭାବ୍ୟ ଦଳରେ ସ୍ଥାନ ପାଇଛନ୍ତି ୩ ଜଣ ଓଡ଼ିଆ କ୍ରିକେଟର । ଏହା ଓଡ଼ିଶାର ଦୃଷ୍ଟିବାଧିତ କ୍ରିକେଟ୍‌ ପାଇଁ ଏକ ଗର୍ବର ବିଷୟ ହୋଇଛି । ସମ୍ଭାବ୍ୟ ଦଳରେ କୋରାପୁଟର…