Tag: black tiger safari

World’s First Black Tiger Safari: ମୟୂରଭଞ୍ଜରେ ହେବ ବିଶ୍ୱର ପ୍ରଥମ କଳାବାଘ ସଫାରୀ

ମୟୂରଭଞ୍ଜରେ ହେବ ବିଶ୍ୱର ପ୍ରଥମ କଳାବାଘ ସଫାରୀ । ବାରିପଦା ସଦର ଥାନା ଅନ୍ତର୍ଗତ ମଞ୍ଚାବନ୍ଧା ଠାରେ ଏହି ସଫାରୀ ଖୋଲିବା ପାଇଁ କିଛି ମାସଧରି ଲାଗିରହିଥିବା ପ୍ରତିବନ୍ଧକ ଦୂର ହୋଇଛି । କଳାବାଘ ସଫାରୀ ଖୋଲିବା ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା…

ଖୁବ୍‌ଶୀଘ୍ର ବାରିପଦାରେ ଆରମ୍ଭ ହେବାକୁ ଯାଉଛି କଳାବାଘ ସଫାରୀ

ଖୁବ୍‌ଶୀଘ୍ର ବାରିପଦାରେ କଳାବାଘ ସଫାରୀ ଆରମ୍ଭ ହେବା ନେଇ ସୂଚନା ଦେଲେ ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ । ସେ କହିଛନ୍ତି କଳା ବାଘ ସଫାରୀ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସିଜେଡଏ ଠାରୁ ଅନୁମତି ମିଳିଛି, ସୁପ୍ରିମକୋର୍ଟଙ୍କ ଅନୁମତିକୁ…

ଶିମିଳିପାଳରେ କଳାବାଘ ସଫାରୀ ପାଇଁ ମିଳିଲା ଅନୁମତି

ଶିମିଳିପାଳ ହେବ କଳାବାଘ ସଫାରୀ। ଦେଶର ପ୍ରଥମ କଳା ବାଘ ସଫାରୀ ପାଇଁ ସିଜେଡଏର ସବୁଜ ସଂକେତ ମିଳିଥିବା ପରେ ସଫାରୀର ପାଇଁ ସେଣ୍ଟ୍ରାଲ ଜୁ ଅଥୋରିଟିରୁ ଅନୁମୋଦନ ମିଳିଛି। ଏନେଇ ସୋମବାର ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦଙ୍କ ପକ୍ଷରୁ ସୂଚନା…

କଳାବାଘ ସଫାରି: ବୈଷୟିକ ଅନୁମୋଦନକୁ ରାଜ୍ୟ ସରକାରଙ୍କ ଅପେକ୍ଷା

ରାଜ୍ୟରେ କଳାବାଘ ସଫାରି ପ୍ରତିଷ୍ଠା ଦିଗରେ ଆଗକୁ ବଢ଼ିବା ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ) ଓ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ବୈଷୟିକ କମିଟିର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର)ର ଚୂଡ଼ାନ୍ତ ଅନୁମୋଦନକୁ ରାଜ୍ୟ ସରକାର ଅପେକ୍ଷା କରିଛନ୍ତି।…