ତାଜା ଖବର ରାଜନୀତି ରାଜ୍ୟ ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବକୁ ନବୀନଙ୍କୁ ଦିଆଗଲା ନିମନ୍ତ୍ରଣ June 11, 2024 Papirani ଆସନ୍ତା କାଲି ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ଭିଭିଆଇପି ଯୋଗ ଦେବେ। ଏହି ଶପଥ ସମାରୋହରେ ଯୋଗ ଦେବା ପାଇଁ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ନିମନ୍ତ୍ରଣ…
ତାଜା ଖବର ଦେଶ ରାଜନୀତି ବିଭାଗ ମିଳିବା ପରେ କାର୍ଯ୍ୟ ଆରମ୍ଭ କଲେ ଅଶ୍ୱିନୀ ବୈଷ୍ଣବ, ଏସ୍. ଜୟଶଙ୍କର ଓ ସୁରେଶ ଗୋପୀ June 11, 2024 Papirani ମୋଦୀ କ୍ୟାବିନେଟ୍ ୩.୦ରେ ବିଭାଗ ମିଳିବା ପରେ ବର୍ତ୍ତମାନ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ଦାୟିତ୍ବ ଗ୍ରହଣ କରିବା ଆରମ୍ଭ କରିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ବୈଦେଶିକ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଥିବାବେଳେ, ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ଭାବରେ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଆଜି ଜଣାପଡ଼ିବ କିଏ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ June 11, 2024 Papirani ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଆଜି ବିଧାୟକ ଦଳ ବୈଠକ ୪ଟା ୩୦ ମିନିଟ୍ରେ ଅନୁଷ୍ଠିତ ହେବ। ରାଜ୍ୟରେ କିଏ ହେବେ ମୁଖ୍ୟମନ୍ତ୍ରୀ ଆଜି ଏହି ବୈଠକ ପରେ ହଟିବ ସସପେନ୍ସ। ଏହି ବୈଠକରେ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ରରୁ ଦାୟିତ୍ୱ ପାଇଥିବା କେନ୍ଦ୍ରମନ୍ତ୍ରୀ…
ତାଜା ଖବର ରାଜନୀତି ରାଜ୍ୟ ଆସନ୍ତାକାଲି ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ନାଁ ସ୍ପଷ୍ଟ ହୋଇଯିବ: ମନମୋହନ June 10, 2024 Papirani ଓଡ଼ିଶାରେ ଆସନ୍ତାକାଲି ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ନାଁ ସ୍ପଷ୍ଟ ହୋଇଯିବ ବୋଲି ଦଳର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ମନମୋହନ କହିଛନ୍ତି, ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ତାହା ପରେ ସବୁ ସ୍ପଷ୍ଟ ହୋଇଯିବ। ୧୧ ତାରିଖରେ ବିଧାୟକ ଦଳ…
ତାଜା ଖବର ରାଜନୀତି ରାଜ୍ୟ ଆସନ୍ତା ୧୨ତାରିଖରେ ବିଜେପିର ପ୍ରଥମ ମନ୍ତ୍ରୀମଣ୍ଡଳ ହେବ ଶପଥ ଗ୍ରହଣ: ପ୍ରତାପ ଷଡଙ୍ଗୀ June 10, 2024 Papirani ରାଜ୍ୟର ୨୫ବର୍ଷର କଳା ଶାସନର ଅନ୍ତ ଘଟାଇ ପ୍ରଥମ କରି ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବାକୁ ଯାଉଛି । ଓଡ଼ିଶାରେ ଭ୍ରଷ୍ଟାଚାର, ଅତ୍ୟାଚାରର କଳାକାରନାମା ଚଳାଇଥିବା ବିଜେଡି ସରକାରର ପତନ ଘଟିଛି । ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାରୀ,…
ତାଜା ଖବର ରାଜନୀତି ରାଜ୍ୟ ମୁଖ୍ୟମନ୍ତ୍ରୀ କିଏ ହେବେ ଘୋଷଣାକୁ ଅପେକ୍ଷା କରନ୍ତୁ : ସୁରେଶ June 10, 2024 Papirani ଦିଲ୍ଲୀରୁ ଫେରିବା ପରେ ବିଧାୟକ ସୁରେଶ ପୂଜାରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବ ଖବରଦାତାଙ୍କ ପ୍ରଶ୍ନରେ ସୁରେଶ ପୂଜାରୀ କହିଛନ୍ତି, ଘୋଷଣାକୁ ଅପେକ୍ଷା କରନ୍ତୁ। ଖୁବ୍ଶୀଘ୍ର ଦଳୀୟ ନିଷ୍ପତ୍ତି ନିଆଯିବ। ପର୍ଯ୍ୟବେକ୍ଷକ ଭାବେ ରାଜନାଥ ସିଂହ, ଭୁପେନ୍ଦ୍ର…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ନେଇ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଦିଆଗଲା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦାୟିତ୍ଵ June 10, 2024 Papirani ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଏବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ବିଷୟରେ ଆଲୋଚନା ଶେଷ ହେବ ବୋଲି ସୂଚନା ମିଳିଛି। ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଚାରିଆଡ଼େ ସସପେନ୍ସ ଲାଗିରହିଥିବା ବେଳେ…
ତାଜା ଖବର ରାଜନୀତି ରାଜ୍ୟ ଆମେ ଡିଫେନ୍ସିଭ୍ ହୋଇ ନିର୍ବାଚନ ଲଢିଲୁ- ପ୍ରଦୀପ ମାଝୀ June 8, 2024 Papirani ବିଜେଡିର ଶୋଚନୀୟ ପରାଜୟକୁ ନେଇ ବିସ୍ଫୋରକ ବୟାନ ଦେଲେ ପ୍ରଦୀପ ମାଝୀ । ସେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ସାକ୍ଷାତକାରରେ କହିଛନ୍ତି ଆମେ ଯେପରି ଲଢ଼ିଥିଲୁ ଆଶାତୀତ ନଥିଲା । ଆମେ ଡିଫେନ୍ସିଭ୍ ହୋଇ ନିର୍ବାଚନ ଲଢିଲୁ । ନବୀନଙ୍କୁ କାଉଣ୍ଟର…
ତାଜା ଖବର ରାଜନୀତି ରାଜ୍ୟ ବିଜେପିରେ ସାମିଲ ହେବେ ବଡମ୍ବାର ନବନିର୍ବାଚିତ ସ୍ୱାଧୀନ ବିଧାୟକ June 8, 2024 Papirani ବିଜେପିରେ ସାମିଲ ହେବେ ଆଉ ଜଣେ ସ୍ୱାଧିନ ବିଧାୟକ । ବଡମ୍ବାର ନବନିର୍ବାଚିତ ସ୍ୱାଧୀନ ବିଧାୟକ ବିଜୟ କୁମାର ଦଳବେହେରା ବିଜେପିରେ ସାମିଲ ହେବାକୁ ଯାଉଛନ୍ତି । ସେ ଆଗରୁ ବିଜେପିରେ ଥିଲେ କିନ୍ତୁ ଟିକେଟ ନ ମିଳିବାରୁ ସ୍ବାଧୀନରେ ନିର୍ବାଚନ…
ଦେଶ ବିଜେପି ଜିତିବା ପରେ ଆଙ୍ଗୁଠି କାଟି ଦେବୀଙ୍କୁ ଅର୍ପଣ କଲେ ଯୁବକ June 8, 2024 Nirvay ଛତିଶଗଡର ବଳରାମପୁରରେ ଘଟିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା। ଯୁବକଜଣକ ଜଣେ ବିଜେପି ସମର୍ଥକ ହୋଇଥିବା ବେଳେ ଦଳର ବିଜୟ ପାଇଁ ମାନସିକ କରିଥିଲେ ଏବଂ ଏହା ପୂରଣ ହେବା ପରେ ସେ ମନ୍ଦିରକୁ ଯାଇ ଦେବୀଙ୍କୁ ଆଙ୍ଗୁଠି କାଟି ଅର୍ପଣ କରିଥିଲେ…