ତାଜା ଖବର ରାଜନୀତି ରାଜ୍ୟ ଚାଷୀଙ୍କୁ ଧୋକା ଓ ପ୍ରତାରଣା ଦେବାରେ ବିଜେଡି ୧ ନମ୍ବର: ପ୍ରଦୀପ ପୁରୋହିତ May 27, 2024 Papirani ଶେଷ ନିର୍ବାଚନ ପୁର୍ବରୁ ସାମ୍ୱାଦିକ ସମ୍ମିଳନୀ କରି ରାଜ୍ଯ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ରାଜ୍ୟରେ ଚାଷୀଙ୍କ ପ୍ରତି ବିଜେଡିର ବିଶ୍ୱାସଘାତ ନେଇ ବିଜେଡି ଉପରେ ବର୍ଷିଛି ବିଜେପି। ପ୍ରେସମିଟରେ ରାଜ୍ୟ ସରକାରଙ୍କୁ ପ୍ରଦୀପ ପୁରୋହିତଙ୍କ ସମାଲୋଚନା କହିଲେ ଚାଷୀଙ୍କୁ…
ତାଜା ଖବର ରାଜନୀତି ରାଜ୍ୟ କେନ୍ଦ୍ରାପଡା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରଶାନ୍ତ ଜଗଦେବଙ୍କୁ ପ୍ରଚାରରୁ ନିବୃତ୍ତ କରିବାକୁ ରଣନୀତି May 27, 2024 Papirani କେନ୍ଦ୍ରାପଡା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରଶାନ୍ତ ଜଗଦେବଙ୍କୁ ପ୍ରଚାରରୁ ନିବୃତ୍ତ କରିବାକୁ ହୋଇଛି ରଣନୀତି। ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିବା ଘଟଣାରେ ଏବେ ଜେଲ ଯାଇଛନ୍ତି। ଜଗଦେବଙ୍କୁ ସିସିଟିଭି ଫୁଟେଜ ଯାଞ୍ଚ ବିନା କିପରି ଜେଲରେ ରଖା…
ତାଜା ଖବର ଦେଶ ରାଜନୀତି ରାଜ୍ୟ ପ୍ରଚାର ପାଇଁ ଆଜି ଓଡ଼ିଶା ଆସିବେ ହିମନ୍ତ ବିଶ୍ଵଶର୍ମା ଓ କାଲି ଆସୁଛନ୍ତି ଅମିତ ଶାହା May 27, 2024 Papirani ଚଳିତ ନିର୍ବାଚନରେ ବିଜେପି ଫୋକସରେ ରହିଛି ଓଡ଼ିଶା । ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର । ନିର୍ବାଚନରେ ପ୍ରଚାର ଓ ନିଜର ସରକାର ଗଠନ ପାଇଁ ଜଣଙ୍କ ପରେ ଜଣେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ…
ରାଜ୍ୟ ବିଜେଡି ଗାଡିରେ ୮୪କେଜି ଗଞ୍ଜେଇ ଆସିଲା କୁଆଡୁ?: ଓଡିଶା ବିଜେପି May 26, 2024 Nirvay ଭୁବନେଶ୍ୱର, : ବ୍ରହ୍ମପୁରରୁ ଧରାପଡ଼ିଥିବା ଏକ ଗଞ୍ଜେଇ ବୋଝେଇ କାର୍ରେ ବିଜେଡି ଲୋଗୋ ଲାଗିଛି। ବିଜୁ ଜନତା ଦଳର ଦଳୀୟ ଗାଡିରୁ ୮୪କେଜି ଗଞ୍ଜେଇ ଜବତ ହୋଇଛି । ସେହି ଗାଡିରେ ଆଗ ଓ ପଛରେ ବିଜେଡିର ଶଙ୍ଖ ଚିହ୍ନ ଲଗାଯାଇଛି…
ରାଜନୀତି ରାଜ୍ୟ ବିଜେଡି ଓଡ଼ିଶାକୁ ଦେଉଛି ମାଫିଆ: ସ୍ମୃତି ଈରାନୀ May 25, 2024 Nirvay ଆଜି ଓଡ଼ିଶା ଗସ୍ତରେ ଆସି ପହଞ୍ଚି ଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଈରାନୀ। ସେ ଆଜି କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଆଳିରେ ଆୟୋଜିତ ଜନସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି। ଏହାସହ ରାଜ୍ୟ ସରକାରଙ୍କୁ ଆଟାକ୍ କରିଛନ୍ତି। ପାଣ୍ଡିଆନଙ୍କୁ…
ତାଜା ଖବର ରାଜନୀତି ରାଜ୍ୟ ଉପାସନାଙ୍କୁ ଅଶାଳୀନ ଭାଷାରେ ଗାଳି ଦେଲେ ବିଜେଡି ଯୁବକ; ଗଡ଼ରୋଡଙ୍ଗରେ ଉତ୍ତେଜନା May 25, 2024 Papirani ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ହୋଇଥିବା ବେଳେ ଆଜି ବ୍ରହ୍ମଗିରିରେ ଦେଖା ଦେଇଛି ଅସନ୍ତୋଷର ମାହୋଲ । ବ୍ରହ୍ମଗିରିରୁ ବିଜେପି ବିଧାନସଭା ପ୍ରାର୍ଥୀ ଓ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ରଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଛନ୍ତି ବିଜେଡିର…
ତାଜା ଖବର ରାଜନୀତି ରାଜ୍ୟ ଏଥର ଓଡିଶାରେ ହେବ ବିଜେପି ସରକାର: ଧର୍ମେନ୍ଦ୍ର May 25, 2024 Papirani ଆଜି ରାଜ୍ୟର ତୃତୀୟ ପର୍ଯ୍ୟାୟ ମତଦାନ ଦେବା ପୂର୍ବରୁ ମା’ ସମଲେଇଙ୍କ ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ । କହିଲେ ନିଜର ମତଦାନ ପୂର୍ବରୁ ମା’ ସମଲେଇଙ୍କ ଆଶୀର୍ବାଦ ଲୋକ କଲ୍ୟାଣକାରୀ ହେବ । ଦେଶକୁ ଏକ ଶକ୍ତିଶାଳୀ ଦେଶ ଏବଂ…
ରାଜନୀତି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ‘ବନ୍ଧନ ମୁକ୍ତ’ କରିବା ଦାବିରେ ବିଜେପିର ରାମ ମନ୍ଦିର ସମ୍ମୁଖରେ ବିକ୍ଷୋଭ May 24, 2024 Nirvay ଭୁବନେଶ୍ୱର : ବିଜୁ ଜନତା ଦଳ ପକ୍ଷରୁ ଜାରି କରାଯାଉଥିବା ମୁଖ୍ୟମନ୍ତ୍ରୀଙ୍କ ସର୍ଟ ଭିଡ଼ିଓ ଏବେ ଚର୍ଚ୍ଚାରେ ରହିଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗତକିଛି ଦିନ ହେବ ତାଙ୍କର ପୂର୍ବତନ ବ୍ୟକ୍ତିଗତ ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ବନ୍ଧକ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ May 24, 2024 Papirani ଚଳିତବର୍ଷ ନିର୍ବାଚନରେ ଓଡ଼ିଶାରେ ନିଜର ସରକାର ବନେଇବା ପାଇ ଓଡ଼ିଶା ଆସୁଛନ୍ତି ଘନଘନ ବିଜେପିର କେନ୍ଦ୍ରରେ ଥିବା ହେବିୱେଟ୍ ନେତା । ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ରାଜ୍ୟର ୩ଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗଦେବେ ସ୍ମୃତି…
ତାଜା ଖବର ଦେଶ ରାଜନୀତି ଜୁନ୍ ୪ରେ ପ୍ରଚୁର ପାଣି ପିଇବାକୁ ସମାଲୋଚକମାନଙ୍କୁ ପରାମର୍ଶ ଦେଲେ ପ୍ରଶାନ୍ତ କିଶୋର May 24, 2024 Papirani ନିର୍ବାଚନ ରଣନୀତିଜ୍ଞ ତଥା ରାଜନେତା ପ୍ରଶାନ୍ତ କିଶୋରଙ୍କ କିଛି ଦିନ ପୂର୍ବରୁ ଏକ ସାକ୍ଷାତକାରରେ କହିଥିଲେ ଯେ ଏଥର ପୁଣିଥରେ କେନ୍ଦ୍ରରେ ମୋଦୀ ସରକାର କ୍ଷମତା ହାସଲ କରିବ । ସେ କହିଛନ୍ତି ଯେ ଏହି ନିର୍ବାଚନରେ ବିଜେପି ଜିତିଥିବା ଆସନ…