Tag: BJP

ରଙ୍ଗ ବଦଳା ରାଜନୀତି ଛାଡି ଓଡିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କର: ବିଜେଡ଼ି

ଲକ୍ଷ୍ମୀ ବସର ରଙ୍ଗ ଓ ନାମ ବଦଳାଇବାକୁ ନେଇ ବିଜେପି ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ିର ବରିଷ୍ଠ ନେତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ…

କେରଳର ସହ ପ୍ରଭାରୀ ଭାବେ ନିଯୁକ୍ତ ହେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

ବିଭିନ୍ନ ରାଜ୍ୟ ପାଇଁ ୨୪ ଜଣଙ୍କୁ ପ୍ରଭାରୀ ଏବଂ ସହପ୍ରଭାରୀ ଭାବେ ନିଯୁକ୍ତ କଲା ବିଜେପି। ଓଡ଼ିଶା ପ୍ରଭାରୀ ଭାବେ ବିଜୟପାଲ ସିଂ ତୋମାର ନିଯୁକ୍ତ ହୋଇଥିବା ବେଳେ ସହ-ପ୍ରଭାରୀ ହୋଇଛନ୍ତି ଲତା ଉସେଣ୍ଡି । ସେହିପରି ଭୁବନେଶ୍ୱର ସାଂସଦ ଅପରାଜିତା…

ପୋଲିସକୁ କଂଗ୍ରେସର ୭୨ ଘଣ୍ଟିଆ ଚେତାବନୀ

ମାଷ୍ଟରକ୍ୟାଣ୍ଟିନରେ କଂଗ୍ରେସ-ବିଜେପି ମାରପିଟ୍ ଘଟଣାରେ ପୋଲିସକୁ କଂଗ୍ରେସର ୭୨ ଘଣ୍ଟିଆ ଚେତାବନୀ । ଆକ୍ରମଣକରୀଙ୍କୁ ଗିରଫ କରିବାକୁ ୭୨ ଘଣ୍ଟାର ମହଲତ ଦେଲା କଂଗ୍ରେସ, ତାରା କହିଲେ ଆବଶ୍ୟକ ପଡିଲେ କଂଗ୍ରେସ ଯୁବ ଛାତ୍ରଙ୍କୁ ନେଇ ବିଜେପି ପାର୍ଟି ଅଫିସରେ ପଶିବୁ…

ରାହୁଲଙ୍କ ପୋଷ୍ଟର ଉପରକୁ ଗୋବର ମାଡ଼: ବିଜେପି-କଂଗ୍ରେସ କର୍ମୀ ମୁହାଁମୁହିଁ

ଦୁଇ ରାଜନୈତିକ ଦଳ ପାଇଁ ରଣକ୍ଷେତ୍ର ପାଲଟିଲା ରାଜଧାନୀର ମାଷ୍ଟରକ୍ୟାଣ୍ଟିନ୍ । ବିଜେପି କର୍ମୀଙ୍କ ରାହୁଲ ଗାନ୍ଧୀଙ୍କ ପୋଷ୍ଟର ଉପରକୁ ଗୋବର ମାଡ଼କୁ କେନ୍ଦ୍ର କରି ବିଜେପି-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । ସ୍ଥିତି ଏପରି ହୋଇଯାଇଥିଲା ଯେ ଉଭୟ ଦଳର…

ଭୋଜି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପାଖରେ ବିଶାଳ ଦାସ

ରାଜନୈତିକ ମାହୋଲରେ ଏବେ ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସ୍ୱର୍ଗତ ନବ ଦାସଙ୍କ ପୁଅ ତଥା ବିଜେଡି ନେତ୍ରୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କ ଫଟୋ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଛି ଦଳୀୟ ନେତୃବୃନ୍ଦଙ୍କ ସହିତ ଏକ…

୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ପ୍ରସଙ୍ଗ: ଜବାବ ରଖିଲେ ମନମୋହନ

୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ପ୍ରତିଶୃତି ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ କରିଛି ବିଜେଡି। ବିଜେପି ଏହାର ଜବାବ ରଖିଛି। ଦଳର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ବିଜେପିର ସଂକଳ୍ପପତ୍ରକୁ ବୋଧହୁଏ ବିଜେଡି ଠିକ ଭାବେ ପଢିନି। ମାଗଣା…

ପ୍ରତିଶୃତି ରକ୍ଷା କରି ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ଛାଡ଼ କରୁ ବିଜେପି

ନିର୍ବାଚନୀ ଇସ୍ତାହାରର ପ୍ରତିଶୃତି ଅନୁଯାୟୀ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ଛାଡ଼ କରିବାକୁ ବିଜେପିକୁ ଅନୁରୋଧ କରିଛନ୍ତି ପ୍ରତାପ ଦେବ। ସେ କହିଛନ୍ତି ବିଜେଡି ୧୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ଛାଡ଼ ପାଇଁ ପ୍ରତିଶୃତି ଦେଇଥିବା ବେଳେ ବିଜେପି…

ନୂଆ ଓଡ଼ିଶା ଗଠନ ଓ ଓଡ଼ିଆ ଅସ୍ମିତାର ସଂକଳ୍ପ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ବିଜେପିର ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଏକ ନୂଆ ଓଡ଼ିଶା ଗଠନର ଦାୟିତ୍ୱ ଆମମାନଙ୍କୁ ମିଳିଛି। ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା ପାଇଁ ମଧ୍ୟ ଆମକୁ ସଂକଳ୍ପ ନେବାକୁ ପଡ଼ିବ।…

ଦଳୀୟ ସଙ୍ଗଠନକୁ ଶକ୍ତିଶାଳୀ କରିବାକୁ ଆହ୍ୱାନ ଦେଲେ ମନମୋହନ

ଭୁବନେଶ୍ୱରରେ ବିଜେପିର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନବନିର୍ବାଚିତ ବିଧାୟକ ଓ ସାଂସଦଙ୍କୁ ସମ୍ବର୍ଦ୍ଧିତ କରୁଛି ଦଳ। ଏହି ପରିପ୍ରେକ୍ଷୀରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ଦଳୀୟ ସଙ୍ଗଠନକୁ ଶକ୍ତିଶାଳୀ କରିବାକୁ ଆହ୍ୱାନ ଦେଇଛନ୍ତି।…

ଓଡ଼ିଶା ସ୍ବାର୍ଥକୁ ନେଇ ସାଲିସ କରାଯିବନି : ବିଜେଡି

ଆଜି ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ବିଜେଡି ବିଧାୟକ ତଥା ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି ବିଧାନସଭାରେ ଓଡ଼ିଶା ସ୍ବାର୍ଥକୁ ନେଇ ସାଲିସ କରାଯିବ ନାହିଁ । ଓଡ଼ିଶା ସ୍ବାର୍ଥ ବାଧାପ୍ରାପ୍ତ ହେଲେ ଆମେ ବିରୋଧ କରୁଥିଲୁ ଆଉ…