ତାଜା ଖବର ରାଜନୀତି ରାଜ୍ୟ ନବୀନ ହିଁ ମୁଖ୍ୟ ଦୋଷୀ: ଜୟନାରାୟଣ ମିଶ୍ର June 6, 2024 Papirani ଓଡ଼ିଶାରେ ବିଜେପି ସରକାର ଗଢ଼ିବାକୁ ଯାଉଛି ଯାଉଥିବା ବେଳେ ଆଜି ରାଜ୍ୟରେ ବିଜେପିର ବିପୁଳ ବିଜୟ ପରେ ସମ୍ବଲପୁରର ବିଜୟୀ ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ଲୋକେ ବିକଳ୍ପ ଖୋଜୁଥିଲେ। ନିର୍ଦ୍ଦିଷ୍ଟ ରଣନୀତି କରି ବିଜେଡିକୁ…
ରାଜନୀତି ରାଜ୍ୟ ଆଜି ଦିଲ୍ଲୀ ଯିବେ ଓଡ଼ିଶାର ୨୦ ବିଜେପି ସାଂସଦ June 6, 2024 Nirvay ଦିଲ୍ଲୀରୁ ଆସିଲା ଡାକରା । ଆଜି ଦିଲ୍ଲୀ ଯିବେ ଓଡ଼ିଶାର ୨୦ ବିଜେପି ସାଂସଦ । ଆସନ୍ତାକାଲି ଦଳର ସଂସଦୀୟ ବୋର୍ଡ ବୈଠକ ବସିବାକୁ ଯାଉଛି । ଦେଶରେ ସାଧାରଣ ନିର୍ବାଚନ ଶେଷ ହେବା ପରେ ଏହା ହେଉଛି ‘ଭାରତୀୟ ଜନତା…
ତାଜା ଖବର ଦେଶ ରାଜନୀତି ଏନ୍ଡିଏ ର ନେତା ନିର୍ବାଚିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି June 5, 2024 Papirani ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଏନ୍ଡିଏ ମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଉପସ୍ଥତି ରହିଥିଲେ। ବୈଠକରେ ମୋଦି ସରକାର ୩.୦ ପାଇଁ…
ତାଜା ଖବର ରାଜନୀତି ରାଜ୍ୟ BSKY କାର୍ଡ ଉପରେ କୌଣସି ଦ୍ୱନ୍ଦ୍ୱ ସୃଷ୍ଟି ନ କରି ଚିକିତ୍ସା କରାଯାଉ: ବିଜେପି June 5, 2024 Papirani ୨୦୨୪ ନିର୍ବାଚନରେ ରାଜ୍ୟରେ ବିଜେପିକୁ ବହୁମତ ମିଳିବା ପରେ ଏବଂ ନବୀନ ପଟ୍ଟନାୟକ ଇସ୍ତଫା ଦେବାପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ବିଭିନ୍ନ ମେଡିକାଲରେ BSKY କାର୍ଡ ବନ୍ଦ ହୋଇଯାଇଥିବା କହି ଏହାକୁ ଗ୍ରହଣ କରୁ…
ତାଜା ଖବର ରାଜନୀତି ରାଜ୍ୟ ପୁଣି ବିଜେପିକୁ ଫେରିଲେ ଧର୍ମଶାଳାର ବିଜୟୀ ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ June 5, 2024 Papirani ଚଳିତବର୍ଷ ନିର୍ବାଚନରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଜଣେ ସ୍ବାଧୀନ ପ୍ରାର୍ଥୀ ବାଜିମାତ କରିଛନ୍ତି। ଉଭୟ ବିଜେଡି ଏବଂ ଭାଜପାର ଛାମୁଆ ନେତାଙ୍କୁ ପଛରେ ପକେଇ ଧର୍ମଶାଳାରୁ ସ୍ୱାଧୀନ ଭାବେ ଜିତିଥିବା ହିମାଂଶୁ ଶେଖର ସାହୁ ଆଜି ବିଜେପିରେ ସାମିଲ ହୋଇଛନ୍ତି ।…
ତାଜା ଖବର ରାଜନୀତି ରାଜ୍ୟ ମନମୋହନ ସାମଲଙ୍କ ବଡ଼ ବୟାନ; ଓଡ଼ିଶାରେ ବନ୍ଦ ହୋଇଯିବ ବିଏସକେୱାଇ ଯୋଜନା June 5, 2024 Papirani ଓଡ଼ିଶାରେ ଚଳିତବର୍ଷ ନିର୍ବାଚନରେ ବିଜେପି ବିପୁଳ ବିଜୟ ପରେ ମନମୋହନ ସାମଲ ପ୍ରତିକ୍ରିୟା । ସେ କହିଛନ୍ତି, ଓଡ଼ିଶାରେ ପରିବର୍ତ୍ତନ ଆଣିବା ଲୋକଙ୍କ ମନରେ ଥିଲା। ଏ ନିର୍ବାଚନ ସାଧାରଣ ଲୋକଙ୍କ ଥିଲା, ସେମାନେ ଲଢୁଥିଲେ। ଭ୍ରଷ୍ଟ ଶାସନ ବିରୋଧରେ ଓ…
ତାଜା ଖବର ଦେଶ ରାଜନୀତି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନରେନ୍ଦ୍ର ମୋଦି June 5, 2024 Papirani ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନରେନ୍ଦ୍ର ମୋଦି । ନୂଆ ସରକାର ଗଠନ ପୂର୍ବରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଭେଟି ଇସ୍ତଫାପତ୍ର ଦେଇଛନ୍ତି । ତେବେ ତୃତୀୟ ଥର ପାଇଁ ଏନ୍ଡିଏ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ଧନ୍ୟବାଦ…
ତାଜା ଖବର ରାଜନୀତି ରାଜ୍ୟ ଯେଉଁଠି ନେତା ଠିକ୍ ନାହାନ୍ତି, ସେ ଦଳ ତିଷ୍ଠିବନି: ପ୍ରଦୀପ ପାଣିଗ୍ରାହୀ June 5, 2024 Papirani ବ୍ରହ୍ମପୁର ଲୋକ ସଭା ଆସନରୁ ଜିତିବା ପରେ ପ୍ରତିକ୍ରିୟା ଦେଇଛନ୍ତି ପ୍ରଦୀପ ପାଣିଗ୍ରାହୀ। ସେ କହିଛନ୍ତି, ମିଶନ ଓଭର, ଚାପ୍ଟର କ୍ଲୋଜ । ସୁନାମୀ ଆସିଛି, ପରିବର୍ତ୍ତନ ହୋଇଛି। ଏଠାରେ ଜନତାଙ୍କ ସରକାର, ଲୋକଙ୍କ ସରକାର ହେବ। ବିଜେଡିରେ ନେତା, ନିୟତ…
ତାଜା ଖବର ରାଜନୀତି ରାଜ୍ୟ ଓଡ଼ିଶାରେ ବିଜେଡିର ଶୋଚନୀୟ ସ୍ଥିତି, ଗୋଟାଏ ବି ଲୋକସଭା ଆସନ ଜିତିପରିଲାନି ବିଜେଡି June 5, 2024 Papirani ସାଧାରଣ ନିର୍ବାଚନ ଫଳାଫଳ ଆସିବା ପରେ ଭାଜପା ଓଡ଼ିଶାରେ ରେକର୍ଡ ବିଜୟ ଦିଗରେ ଅଗ୍ରସର ହେଉଛି। ଫଳରେ ପ୍ରଥମ ଥର ପାଇଁ ଦଳ ସରକାର ଗଢ଼ିବ ବୋଲି ସ୍ପଷ୍ଟ ହୋଇଛି। କେବଳ ବିଧାନସଭା ନୁହେଁ ବରଂ ଲୋକ ସଭାରେ ମଧ୍ୟ ଦଳ…
ରାଜନୀତି ରାଜ୍ୟ ୩ ବିଜେପି ବିଦ୍ରୋହୀ ସ୍ୱାଧୀନ ଭାବେ ବିଧାନସଭା ନିର୍ବାଚନରେ ବିଜୟୀ June 5, 2024 Nirvay ରାଜ୍ୟ ବିଜେପି ତାର ତିନି ଜଣ ପ୍ରାର୍ଥୀ ମାହାଙ୍ଗାରୁ ସାରଦା ପ୍ରଧାନ, ଧର୍ମଶାଳାରୁ ହିମାଂଶୁ ସାହୁ ଓ ବଡ଼ମ୍ବାରୁ ବିଜୟ ଦଳବେହେରାଙ୍କୁ ଟିକଟ ନ ଦେବାରୁ ସେମାନେ ଦଳ ଛାଡି ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଏହି ତିନି…