Tag: BJP

ବିଜେପିରେ ଯୋଗଦେଲେ ସୁଜିତ କୁମାର

ପଦ୍ମ ଧରିଲେ ସୁଜିତ କୁମାର । ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବିଧିବଦ୍ଧଭାବେ ବିଜେପିରେ ମିଶିଛନ୍ତି ସୁଜିତ କୁମାର । ଏହି ଅବସରରେ ବିଜେପିର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଭର୍ତ୍ତୃହରି ମହତାବ, ବିଜେପି ରାଜ୍ୟ ପ୍ରଭାରୀ…

ଓଡ଼ିଶାରେ ସମବାୟ ବ୍ୟବସ୍ଥାର ଢାଞ୍ଚା ପରିବର୍ତ୍ତନ କରିବାକୁ ବିଜେପି ବଦ୍ଧପରିକର

ଓଡ଼ିଶାରେ ସମବାୟ ବ୍ୟବସ୍ଥାର ସ୍ଥିତି ଅତ୍ୟନ୍ତ ଦୟନୀୟ। ଗତ ସରକାର ସମୟରେ ସମବାୟ ସ୍ଥିତି ଧ୍ୱଂସସ୍ତୁପରେ ପରିଣତ ହୋଇଛି । ସମବାୟ ଅର୍ଥକୁ କଦର୍ଥ କରି ସେତେବେଳେ ବିଜୁ ଜନତା ଦଳ ସମବାୟକୁ ଏକ ଥଇଥାନର କେନ୍ଦ୍ର ରୂପରେ ପରିଣତ କରିଥିଲେ…

ମହିଳା ଭୋଟବ୍ୟାଙ୍କ୍ କମିଯିବାରୁ ନବୀନ ବାବୁଙ୍କୁ ଭୟ ଘାରିଛି

ବାସ୍ତବରେ ୨୪ ବର୍ଷ ବିଜୁଜନତା ଦଳ ସରକାରରେ ଥିଲାବେଳେ ମହିଳାମାନଙ୍କୁ ଆର୍ଥିକ ସଶକ୍ତିକରଣ ପାଇଁ କିଛି କରିନଥିଲା । ବିଜେଡି ମୁଖିଆ ନବୀନ ବାବୁଙ୍କର ଦୀର୍ଘ ୨୪ବର୍ଷ ପରେ ହଠାତ୍ ମହିଳାଙ୍କ ପ୍ରତି ସମ୍ମାନ ଓ ସମ୍ବେଦନଶୀଳତା ଦେଖି ଆଶ୍ଚର୍ଯ୍ୟ ଲାଗୁଛି…

ବିଜେପିରେ ମିଶିଲେ ପୁରୁଷୋତ୍ତମପୁର ଏନଏସି ଉପାଧ୍ୟକ୍ଷଙ୍କ ସମେତ କାଉନସିଲର

ବିଜେପିର ନୂଆ ସରକାରକୁ ନେଇ ଓଡିଶାବାସୀଙ୍କ ମନ ଭିତରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି । ପ୍ରତିଦିନ ବିଜେପିର ସାଂଗଠନିକ ଶକ୍ତି ବୃଦ୍ଧି ପାଉଛି । ବିଜେପି ସରକାର ଉପରେ ଓଡିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି ।…

ସୁଭଦ୍ରା ଯୋଜନାରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ସାମିଲ ନକଲେ ଆନ୍ଦୋଳନ ହେବ: ବିଜେଡି

ସୁଭଦ୍ରା ଯୋଜନାର ଏସଓପିକୁ ନେଇ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଆଜି ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି । ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଛୁରିଆ…

ଆଜିଠାରୁ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ 

ଆଜିଠୁ ଅର୍ଥାତ ସେପ୍ଟେମ୍ବର ୨ ତାରିଖଠୁ ସାରା ଦେଶରେ ଆରମ୍ଭ ହୋଇଛି ଭାଜପା ଏକ ରାଷ୍ଟ୍ରୀୟ ସଦସ୍ୟତା ଅଭିଯାନ (ସଙ୍ଗଠନ ପର୍ବ) । ଏହି ସଦସ୍ୟତା ଅଭିଯାନ ନେଇ ରାଜ୍ୟବାସୀଙ୍କୁ ସୂଚନା ଦେଇଛନ୍ତି ବିଜେପି ସଭାପତି ମନମୋହନ ସାମଲ । ସେ…

ବିଶ୍ୱର ବଡ଼ ରାଜନୈତିକ ଦଳର ସଦସ୍ୟ ଭାବେ ଆଚ୍ଚରଣ ଓ ଉଚ୍ଚାରଣ ଠିକ ରଖନ୍ତୁ

ନିର୍ବାଚନ ଏବଂ ନିର୍ବାଚନ ପରବର୍ତ୍ତୀ ସମୟରେ ଦଳୀୟ ଅନୁଶାସନ ଭଙ୍ଗ ଓ ବିଶୃଙ୍ଖଳା ସୃଷ୍ଟି ପ୍ରସଙ୍ଗରେ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ଶୃଙ୍ଖଳା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱର ସବୁଠୁ ବଡ ରାଜନୈତିକ ଦଳର ସଦସ୍ୟ ଭାବେ ନିଜ ଆଚରଣ…

ଦଳୀୟ ଅନୁଶାସନ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ହେବ

ଭୁବନେଶ୍ବରରେ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର। ବିଜେପିରୁ ସୁନୀତି ମୁଣ୍ଡଙ୍କୁ ନିଲମ୍ବନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି। ଦଳରେ ବିଶୃଙ୍ଖଳା କରି ଦଳୀୟ ଅନୁଶାସନ ଯିଏ ଭଙ୍ଗ କରିବ, ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ବିଜେପି ସଂକଳ୍ପ ପତ୍ରରେ ଯାହା ଯାହା କହିଥିଲା…

ଦଳବିରୋଧୀ କାର୍ଯ୍ୟ କାରଣରୁ ବିଜେପିରୁ ନିଲମ୍ବିତ ହେଲେ ସୁନୀତି ମୁଣ୍ଡ

ବିଜେପିରୁ ନିଲମ୍ବିତ ହେଲେ ସୁନୀତି ମୁଣ୍ଡ । ଦଳ ବିରୋଧୀ କାର୍ଯ୍ୟ ପାଇଁ ହେଲେ ନିଲମ୍ବିତ । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ପୂର୍ବତନ…

ବିଜେପିରେ ଯୋଗ ଦେଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ 

ପଦ୍ମ ଧରିଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ । ଆଜି ରାଞ୍ଚିରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ପଦ୍ମ ଧରିଲେ ଚମ୍ପାଇ । ଶିବରାଜ ସିଂ ଚୌହାନ, ହିମନ୍ତ ବିଶ୍ବଶର୍ମାଙ୍କ ଉପସ୍ଥିତିରେ ମିଶିଛନ୍ତି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଝାଡ଼ଖଣ୍ଡ ବିଜେପିର…