Tag: BJP

ଓଡ଼ିଶାରେ ବିଜେପି ସରକାରଙ୍କ ପ୍ରଦର୍ଶନର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସି ରାଜ୍ଯରେ ବିଜେପି ସରକାରଙ୍କ ପ୍ରଦର୍ଶନର ସମୀକ୍ଷା କରିବେ।ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶା ୟୁନିଟ୍ ସଭାପତି ମନମୋହନ ସାମଲ ଆଜି ଏହି ସୂଚନା ଦେଇଛନ୍ତି।ପ୍ରଧାନମନ୍ତ୍ରୀ ୨୯ ନଭେମ୍ବର…

ସୁଜିତ ଯିବେ ଭାଜପାରୁ, ବିଜଦ ପାଇଁ ବାଜିଲା ବିପଦ ଘଣ୍ଟି

ଓଡ଼ିଶାରେ ଖାଲି ପଡ଼ି ଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ ଡିସେମ୍ବର ୨୦ରେ । ଏଥିସହିତ ୪ଟି ରାଜ୍ୟର ୬ଟି ଆସନ ପାଇଁ ମଧ୍ଯ ହେବ ଉପନିର୍ବାଚନ। ନିର୍ବାଚନ କମିଶନଙ୍କ ଘୋଷଣା ସହ ବିଜୁ ଜନତା ଦଳ ପାଇଁ…

ଧର୍ମେନ୍ଦ୍ର ନା ଭୂପେନ୍ଦ୍ର ଭାଜପା ଅଧ୍ଯକ୍ଷ ?

ଡିସେମ୍ବର ୩୧ ସୁଦ୍ଧା ଭାରତୀୟ ଜନତା ପାର୍ଟିର ନୂଆ ଅଧ୍ଯକ୍ଷ ନିର୍ବାଚିତ ହେବେ। ଏବେ ଅଧିକାଂଶ ରାଜ୍ୟରେ ଭାଜପା ସାଂଗଠନିକ ନିର୍ବାଚନ ଚାଲିଛି। ତେବେ ଚର୍ଚ୍ଚା ଆରମ୍ଭ ହେଲାଣି ଯେ ଜଗତପ୍ରକାଶ ନଡ୍ଡାଙ୍କର କିଏ ହେବେ ଉତ୍ତରାଧୁକାରୀ ? ଏଥିପାଇଁ ଦୁଇଜଣଙ୍କର…

ମହାପ୍ରଭୁ ଜଗନ୍ନାଥ ଯେ ଏତେ କୃପା କରିବେ ଜାଣିନଥିବେ ଭୂପେନ୍ଦ୍ର

୨୦ ତାରିଖ ଦିନ ମତଦାନ ସରିବା ପରେ ସହନିର୍ବାଚନ ପ୍ରଭାରୀ ଅଶ୍ୱିନୀ ବୈଷ୍ଣବ ନିର୍ଭୟ ପ୍ରତିନିଧି ଙ୍କୁ କହିଥିଲେ ଯେ ଟିକି ନିଖ୍ ବୁଥ୍ ପର୍ଯ୍ୟବେକ୍ଷଣ ପରେ ଏନ୍‌ଡିଏ ମେଣ୍ଟ ଲଗ୍‌ଭଗ୍ ୧୬୦ଟି ଆସନ ପାଇ ଆରାମରେ ସରକାର ଗଢ଼ିବ। ସେ…

ଝାଡ଼ଖଣ୍ଡବାସୀ ଆଞ୍ଚଳିକ ଦଳ ଉପରେ ପୁନଃ ଆସ୍ଥା ପ୍ରକଟ କଲେ: ବିଜେଡି

ଆଜି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିବା ବେଳେ ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ନେତୃତ୍ବରେ ଜେଏମଏମର ବିଜୟ ପୂର୍ବାଞ୍ଚଳ ରାଜ୍ୟ ଗୁଡିକରେ ଆଞ୍ଚଳିକ ଦଳ ଗୁଡିକ ଉପରେ ଲୋକଙ୍କ ଭରସା ଅକ୍ଷୁର୍ଣ୍ଣ ରହିଛି ବୋଲି ବିଜୁ ଜନତା ଦଳ…

ୟୁପିରେ ବିଜେପିକୁ ସଫଳତା; ୯ରୁ ୭ ଆସନରେ ବିଜେପି ଆଗୁଆ

ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ସେହିପରି ୧୪ଟି ରାଜ୍ୟର ୪୮ଟି ବିଧାନସଭା ଉପନିର୍ବାଚନ ପାଇଁ ଭୋଟ୍ ଗଣତି ଚାଲିଛି। ଉତ୍ତର ପ୍ରଦେଶର ୯ଟି ବିଧାନସଭା ଆସନ, ରାଜସ୍ଥାନରେ ୭ଟି…

ଡଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ପାଳନ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଉଚ୍ଚସ୍ତରୀୟ କମିଟି ଗଠନ

ଓଡ଼ିଶାର ପୂର୍ବତନ ମୁଖ୍ଯମନ୍ତ୍ରୀ ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ପାଳନ ପାଇଁ କେନ୍ଦ୍ର ସରକାର ବୁଧବାର ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିବାକୁ ଘୋଷଣା କରିଛନ୍ତି। ଓଡ଼ିଶାରେ ବିଜେପି ନେତୃତ୍ୱାଧୀନ ସରକାର ଅଧୀନରେ ପ୍ରଥମ…

ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ‘କ୍ୟାସ ଫର ଭୋଟ’ ମାମଲା ରେ ଫସିଲେ ବିଜେପି ନେତା ବିନୋଦ ତାୱଡ଼େ

ମହାରାଷ୍ଟ୍ର ନିର୍ବାଚନର ପୂର୍ବ ସନ୍ଧ୍ୟା ରେ ବହୁଜନ ବିକାଶ ଅଘାଡି (ବିଭିଏ) କର୍ମୀମାନେ ମଙ୍ଗଳବାର ଦିନ ବରିଷ୍ଠ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ତଥା ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କୁ ଭୋଟରମାନଙ୍କୁ ଲାଞ୍ଚ ଦେବାକୁ ଉଦ୍ଯମ କରୁଥିବା ଅଭିଯୋଗ…

ଅଯଥା ପ୍ରସଙ୍ଗକୁ ଦୋହରାଇ ମିଛ ସତ ଲଗାଇ ମନଗଢା କାହାଣି ଶୁଣାଉଛନ୍ତି ବିଜେଡି ନେତୃବୃନ୍ଦ: ଦିଲୀପ ମଲ୍ଲିକ

ବିରୋଧୀ ବିଜେଡି ପାଖରେ କୈାଣସି ପ୍ରସଙ୍ଗ ନାହିଁ । ଶାସନରୁ ବିତାଡିତ ହେବା ପରେ ଅଯଥା ପ୍ରସଙ୍ଗକୁ ଦୋହରାଇ ଓ ପାଳି କରି ବିଜେଡିର ନେତାମାନେ ମିଛ ସତ ଲଗାଇ ମନଗଢା କାହାଣି ଶୁଣାଉଛନ୍ତି । ବିଜେଡି ନେତା ତଥା ପୂର୍ବତନ…

ଓଡିଶା ଭାଷା ଓ ସଂସ୍କୃତିର ସୁରକ୍ଷା ଓ ସମୃଦ୍ଧି ପାଇଁ ବୁଦ୍ଧିଜୀବି ପ୍ରକୋଷ୍ଠ ତରଫରୁ ଆଲୋଚନାଚକ୍ର

ରାଜ୍ୟ ବିଜେପି ବୁଦ୍ଧିଜୀବି ପ୍ରକୋଷ୍ଠ ଆନୁକୁଲ୍ୟରେ ଗତ କାଲି ଓଡିଆ ଭାଷା ସୁରକ୍ଷା ଓ ସମୃଦ୍ଧି ବିଷୟରେ ଏକ ଆଲୋଚନା ଚକ୍ର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ…