Tag: BJP

ମୋହନ ସରକାରଙ୍କୁ ପୁରିଲା ୬ ମାସ

ମୋହନ ସରକାରଙ୍କୁ ଗୁରୁବାର ପୁରିଛି ୬ ମାସ। ଗତ ଜୁନ୍ ୧୨ ତାରିଖରେ ଏକ ଭବ୍ୟ ଶପଥ ଗ୍ରହଣ ସମାରୋହରେ ପ୍ରଥମ ଭାଜପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ ଚରଣ ମାଝୀ । ୨୪ ବର୍ଷର ବିଜୁ ଜନତା ଦଳକୁ…

ବିଜେଡିରେ ଘମାସାନ: ସୁଜିତ, ମମତା ପରେ କିଏ?

କିଛିଦିନ ଭିତରେ ରାଜ୍ୟସଭାରେ ବିଜେଡି ଶୁନ ହୋଇଯିବ ବୋଲି ଆଜି ବିଜେଡିକୁ ଟାର୍ଗେଟ କରି କହିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ସେ କହିଛନ୍ତି ଖୁବଶୀଘ୍ର ୨ ଜଣ ବିଜେଡି ରାଜ୍ୟସଭା ସାଂସଦ ବିଜେପିରେ ମିଶିବାକୁ ଯାଉଛନ୍ତି । ଜଣେ…

ଜାନୁଆରୀ ମାସରେ ଓଡିଶା ବିଜେପି ପାଇବ ନୂଆ ସଭାପତି

ରାଜ୍ୟ ଭାଜପା ପାଇବ ନୂଆ ସଭାପତି। ଜାନୁଆରୀ ମାସରେ ହେବାକୁ ଯାଉଛି ରାଜ୍ୟ ବିଜେପି ନୂଆ ସଭାପତି ନିର୍ବାଚନ । ଏନେଇ ସୂଚନା ଦେଲେ ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର । ସେ କହିଛନ୍ତି ଆମର ଗଣତାନ୍ତ୍ରିକ ଦଳ,…

ମହିଳାଙ୍କ ଦରମା ରୋକିବାକୁ ଷଡ଼ଯନ୍ତ୍ର କରୁଛି ବିଜେପି: ନବୀନ

ରାଜଧାନୀର ରାଜରାସ୍ତାରେ ୯ ମାସର ବକେୟା ଦରମା ପ୍ରଦାନ ସହ ୧୦ ଦଫା ଦାବିରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ମିଶନଶକ୍ତି ବିଭାଗ ଅଧିନରେ କାର୍ଯ୍ୟରତ ୬ଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ ସଂଘ। ମିଶନଶକ୍ତି ବିଭାଗ ଅଧିନରେ କାର୍ଯ୍ୟରତ ୬ଟି…

କୁଟ୍ଟେ ଓ ଆଶିଷଙ୍କୁ ପୁରସ୍କାର: ବିଜେଡି ବିଜେପି କଥା କଟାକଟି

ଡି.ଏସ୍‌. କୁଟ୍ଟେ, ଆଶିଷ ସିଂଙ୍କୁ ନେଇ ରାଜନୀତି ସରଗରମ ହେବାକୁ ଲାଗିଛି । ଶାସନ ଦଳ ଓ ବିରୋଧି ଦଳ ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପ । ଦୁଇ ବରିଷ୍ଠ ଆଇପିଏସ୍ ଡିଏସ୍ କୁଟ୍ଟେ ଓ ଆଶିଷ ସିଂଙ୍କୁ ଭିକେ ପାଣ୍ଡିଆନଙ୍କ…

ରାଜ୍ୟସଭା ଉପନିର୍ବାଚନ ପାଇଁ ସୁଜିତ୍‌ କୁମାରଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଉପନିର୍ବାଚନ ପାଇଁ ସୁଜିତ୍‌ କୁମାରଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଓଡ଼ିଶାରେ ଖାଲିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଇଛି । ସେଥିପାଇଁ ଆଜି ଭାରତୀୟ ଜନତା ପାର୍ଟୀ ପକ୍ଷରୁ ପୂର୍ବତନ ରାଜ୍ୟସଭା ସାଂସଦ…

ଓଡ଼ିଶାରେ ହେବ ଗୋହତ୍ୟା ବନ୍ଦ: ବିଜେପିର ଦୃଢ଼ୋକ୍ତି; ବିଜେଡିର ପ୍ରଶ୍ନ

ଗୋ ହତ୍ୟା ରୋକିବାକୁ ବିଭିନ୍ନ ପଦକ୍ଷେପ ରାଜ୍ୟସରକାର ନେଉଥିଲେ ମଧ୍ୟ ଏହା ବନ୍ଦ ହେବାର ନାଆଁ ଧରୁନି। ତେଣୁ ଆଜି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏ ସଂପର୍କରେ ସୁଚନା ଦେଇ କହିଛନ୍ତି ଆସାମ ପରି ଓଡ଼ିଶାରେ ମଧ୍ୟ ବନ୍ଦ ହେବ…

ପଦ୍ମ ଧରିଲେ ବଡ଼ମ୍ବା ‘ରଘୁପତି’

ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି ବିଜେପିରେ ଯୋଗ ଦେଇଛନ୍ତି। ସେ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ମନମୋହନ ସାମଲଙ୍କ ଉପସ୍ଥିତିରେ ପାର୍ଟି ଅଫିସରେ ବଡମ୍ବା ବିଧାୟକଙ୍କ ନେତୃତ୍ଵରେ ସେ ବିଜେପିରେ ସାମିଲ ହୋଇଛନ୍ତି।…

ଜୟନାରାୟଣଙ୍କ ବିସ୍ଫୋରକ ବୟାନ; ‘ମୁଁ ଜଣେ ତଡ଼ାଖିଆ’

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଘଣ୍ଟା ଧରି ରାଜ୍ୟ ଭାଜପା କାର୍ଯ୍ୟାଳୟରେ ବିଧାୟକ, ସାଂସଦ, ମନ୍ତ୍ରୀ ଓ ଅନ୍ୟ ପଦାକାରୀଙ୍କ ସହ ଆଲୋଚନା କରିଥିଲେ, ସେମାନଙ୍କୁ ଏକାଠି ହୋଇ ଲୋକଙ୍କ ସେବା କରିବା ପାଇଁ ପରାମର୍ଶ ଦେଇଥିଲେ । ହେଲେ ଏହି…

ସମୀକ୍ଷା ପାଇଁ ରାଜଭବନରୁ ବାହାରି ରାଜ୍ୟ ବିଜେପି ଅଫିସ୍‌ରେ ପ୍ରଧାନମନ୍ତ୍ରୀ 

ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ଭୁବନେଶ୍ୱର ବିମାନବନ୍ଦରକୁ ସ୍ୱତନ୍ତ୍ର ବିମାନ ଯୋଗେ ଆସି ବିମାନବନ୍ଦର ନିକଟରେ ଆୟୋଜିତ ହୋଇଥିବା ଏକ ସଭାରେ ଯୋଗ ଦେଇଥିଲେ । ତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱତନ୍ତ୍ର…