ରାଜନୀତି ରାଜ୍ୟ ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟ ଉପରେ ମତାମତ ଦେବେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ March 10, 2025 Nirvay ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । ଜୟନାରାୟଣଙ୍କ ମନ୍ତବ୍ୟ ବିଷୟରେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ମତାମତ ଦେବେ, ତାଙ୍କୁ ଦଳ ତରଫରୁ ଅଥରାଇଜ୍ କରାଯାଇଛି ବୋଲି କହିଛନ୍ତି ମନମୋହନ…
ତାଜା ଖବର ରାଜ୍ୟ ବରିଷ୍ଠନେତା ତଥା ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ March 9, 2025 Papirani ଓଡ଼ିଶା ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଅନନ୍ତ ଦାସ(୮୬)ଙ୍କ ବର୍ଷ ବୟସରେ ପରଲୋକ ଘଟିଛି । ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ସେ…
ତାଜା ଖବର ରାଜନୀତି ରାଜ୍ୟ ସ୍କୁଲରେ ରାଜନୀତି କରୁଥିଲେ ବିଜେଡି ସରକାର: ଗଣଶିକ୍ଷା ମନ୍ତ୍ରୀ March 6, 2025 Papirani ସ୍କୁଲ କୋଠା ରଙ୍ଗ ବଦଳିବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ସ୍କୁଲ ରଙ୍ଗ ନୁହେଁ, ବିଜେଡି ରଙ୍ଗ ପରିବର୍ତ୍ତନ କରିଛୁ । ଯାହା ପୂର୍ବରୁ ଥିଲା ସେହି ରଙ୍ଗ ଦିଆଯାଇଛି । ସ୍କୁଲରେ…
ରାଜନୀତି ରାଜ୍ୟ ନଡ୍ଡାଙ୍କ ଓଡିଶା ଗସ୍ତ ସରକାରୀ ଥିଲା କହିଲେ ମନମୋହନ ସାମଲ February 28, 2025 Nirvay ଆଜି ରାଜ୍ୟ ଅତିଥି ଭବନରେ ଭାରତୀୟ ଜନତା ପାର୍ଟିର ଅନୁଷ୍ଠିତ ବୈଠକ ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କ ଗସ୍ତ ସରକାରୀ ଥିଲା ।…
ରାଜନୀତି ରାଜ୍ୟ ବିଜେପି ରାଜ୍ୟ ସଭାପତି ନିଯୁକ୍ତି ନେଇ ମନମୋହନ ସାମଲଙ୍କ ପ୍ରତିକ୍ରିୟା February 26, 2025 Nirvay ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ବାସଭବନରେ ଆଜି ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ବୈଠକ ପରେ ମନମୋହନ ସାମଲ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଖୁବଶୀଘ୍ର ନିଗମ ଓ ବୋର୍ଡ କମିଶନ ନିଯୁକ୍ତି ହେବେ…
ତାଜା ଖବର ରାଜ୍ୟ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ February 26, 2025 Papirani ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ବାସଭବନରେ ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ସଭାପତି ମନମୋହନ ସାମଲ , ରାଷ୍ଟ୍ରୀୟ ସା. ସମ୍ପାଦକ ତରୁଣ ଚୁଗ୍, ପ୍ରଭାରୀ ବିଜୟପାଲ…
ରାଜନୀତି ରାଜ୍ୟ ଆସନ୍ତାକାଲି ବସିବ ବିଜେପିର କୋର କମିଟି ବୈଠକ February 13, 2025 Nirvay ଆସନ୍ତାକାଲି ରାଜ୍ୟ କାର୍ଯ୍ୟାଳୟରେ ଦିନ ୧୧ ଟାରେ ବସିବ ବିଜେପିର କୋର କମିଟି ବୈଠକ । ଏହି ବୈଠକରେ ବିଜେପିର ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଉପସ୍ଥିତ ରହିବେ…
ଦେଶ ରାଜନୀତି ରାଜ୍ୟ ମୋଦି ଗ୍ୟାରେଣ୍ଟି, କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମର ଫଳ ହେଉଛି ଦିଲ୍ଲୀରେ ବିଜେପି ସରକାର: ବୈଜୟନ୍ତ ପଣ୍ଡା February 13, 2025 Nirvay ଦିଲ୍ଲୀ ବିଧାନସଭା ନିର୍ବାଚନ-୨୦୨୫ରେ ବିଜେପି ଐତିହାସିକ ବିଜୟ ଲାଭ କରିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ନେତୃତ୍ୱ ତଥା ମାର୍ଗଦର୍ଶନରେ ଦିଲ୍ଲୀବାସୀ ବିଜେପି ଉପରେ ଆସ୍ଥା ପ୍ରକଟ କରି ବିପୁଳ ଜନ ସମର୍ଥନ ଜଣାଇଛନ୍ତି । ଗତ ୨୭…
ଦେଶ ରାଜନୀତି ରାଜ୍ୟ ବୈଜୟନ୍ତ ବାବୁ ଖୁସ୍ ହୁଆ ! February 10, 2025 Papirani ହରିଆଣା ନିର୍ବାଚନ ପରେ ମୁକୁ ଭାଇଙ୍କ ସମର୍ଥକ ମାନେ ଭାରି ଖୁସି ହେଇ ନାଚିବା ଆରମ୍ଭ କରିଦେଲେ। ପ୍ରଚାର ଆରମ୍ଭ ହେଲା ଯେ, ମୁକୁ ଭାଇ ହେଁ ତୋ ମୁମକିନ୍ ହୈ । ଗୋଟିଏ ଦୁଇଟି ବଡ ଖବରକାଗଜରେ ପ୍ରବନ୍ଧ ବି…
ଦେଶ ୨୧ ରାଜ୍ୟରେ ଏନ୍ଡିଏ February 10, 2025 Papirani ଦିଲ୍ଲୀ ବିଜୟ ପରେ ଦେଶର ରାଜନୈତିକ ମାନଚିତ୍ରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏବେ ଦେଶର ୧୯ ରାଜ୍ୟ ଏବଂ ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ଭାଜପା ନେତୃତ୍ବରେ ଏନଡ଼ିଏ ସରକାର । ୨୧ ରୁ ୬ ରାଜ୍ୟରେ ଏନଡିଏର ସହଯୋଗୀ…