Tag: BJD

ନବୀନଙ୍କ ୨୪ ବର୍ଷର ତପସ୍ୟାକୁ ଲୋକେ ପ୍ରତ୍ୟାଖ୍ୟାନ କଲେ କାହିଁକି ?

କନ୍ଧମାଳରେ ଆମ୍ବ ଟାକୁଆ ଜାଉ ଖାଇବା କାରଣରୁ ଦୁଇଜଣ ଆଦିବାସୀ ମହିଳାଙ୍କ ମୃତ୍ୟୁ ଏକ ରାଜନୈତିକ ରୂପ ନେଇସାରିଛି। ଏହା ମଧ୍ୟ ସାଭାବିକ କଥା। ଦୁର୍ନୀତି ଗ୍ରସ୍ତ ଯୋଗାଣ ବିଭାଗଦ୍ବାରା ଅଯଥା ଭାଜପା ସରକାର ବଦନାମ ମୁଣ୍ଡାଇଛି। ତେଣୁ ସମାଲୋଚନା ଶୁଣିବାକୁ…

ନବୀନଙ୍କ ପାଇଁ ନିର୍ବାଚନ ହାରିଲା ବିଜେଡି: ସୁଶାନ୍ତ ବେହେରା

୨୦୨୪ ନିର୍ବାଚନରେ ବିଜେଡିର ପରାଜୟକୁ ପାଞ୍ଚ ମାସ ବିତି ଯାଇଥିଲେ ମଧ୍ୟ ଦଳ ନିଜର ପରାଜୟକୁ ନେଇ କାରଣ ଖୋଜିବାରେ ଲାଗିଛି । ନିର୍ବାଚନ ପରେ ଶାସନଭାର ହାତରୁ ଗଲାପରେ ବିଜେଡିରେ ଦେଖା ଦେଇଛି ଦଳକନ୍ଦଳ। ନିର୍ବାଚନ ହାରିବାର ଦୋଷ ପରସ୍ପର…

ଆମ୍ବ ଟାକୁଆ ଖାଇ ମୃତ୍ୟୁ ମାମଲା: ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ କଲେ ନବୀନ

ଆମ୍ବ ଟାକୁଆ ମୃତ୍ୟୁ ନେଇ ଦିନକୁ ଦିନ ତେଜୁଛି ରାଜନୀତି ।ଆମ୍ବ ଟାକୁଆ ଖାଇ ଦୁଇଜଣ ଆଦିବାସୀ ମହିଳା ମୃତ୍ୟୁବରଣ କରିବା ଘଟଣାରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ।…

ଆମ ୧୨ ବର୍ଷର ତପସ୍ୟାକୁ ଶୁଖୁଆ ପୋଡ଼ାରେ ସାରିଦେଲା ବିଜେପି: ନବୀନ ପଟ୍ଟନାୟକ

ଶଙ୍ଖ ଭବନ ରେ ଅନୁଷ୍ଠିତ ହୋଇଥିଲା ସଭ୍ୟ ସଂଗ୍ରହ ଅଭିଯାନ ସମ୍ମିଳନୀ ରେ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ବିଜେଡି ର ହଉଥିବା ଅପପ୍ରଚାର କୁ ବିରୋଧ କାରିବା ପାଇଁ ଆହ୍ୱାନ କରିଛନ୍ତି । ବିଜେଡି ଶାସନ…

ଟାକୁଆ ପରେ ଉଠିଲାଣି ମିଲର୍ସଙ୍କୁ ଟଙ୍କା ମଗା ଅଭିଯୋଗ; ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଓ ଗିରଫ ଦାବି କଲା ବିଜଦ

କନ୍ଧମାଳ ଜିଲାରେ ଆମ୍ବ ଟାକୁଆ ଜାଉ ଖାଇବା ଘଟଣାଟି ଭାଜପା ସରକାର ସକାଶେ କଳାଦାଗ ହୋଇଛି। ବିଳମ୍ବରେ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଘଟଣାର ଆରଡିସି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଛନ୍ତି । ଏହି…

ନବୀନଙ୍କୁ ବିଜୁ -ଗୀତାଙ୍କଠାରୁ ପସନ୍ଦ ପାଣ୍ଡିଆନ

୨୪ବର୍ଷ ମୁଖ୍ୟମନ୍ତ୍ରୀ ରହିଥ‌ିବା ନବୀନ ପଟ୍ଟନାୟକ ଦେଖନ୍ତି ନିର୍ଭୟ ଗୁମର କଥା । ଏବେର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁମର କଥା ଦେଖୁଥିବା ସ୍ୱୀକାର କରିସାରିଛନ୍ତି । ତେବେ ବର୍ତ୍ତମାନର ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ପ୍ରଥମ ଥର…

ଚୋରି ଘଟଣା କୁ ନେଇ ତାରାତାରିଣୀ ମନ୍ଦିର କୁ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ପଠାଇଲା ବିଜେଡି

ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦୈବୀପୀଠ ତାରାତାରିଣୀ ମନ୍ଦିରରୁ ଚୋରି ଘଟଣା ନେଇ ବିଜୁ ଜନତା ଦଳ ରାଜ୍ୟସରକାରଙ୍କ ଉପରେ ବର୍ଷିଛି | ଏହା ଘଟଣା ସ୍ଥଳକୁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପଠାଇଛି । ବିଜୁ ଜନତା ଦଳର ସଭାପତି ନବୀନ…

ମନ୍ଦ ଉଦ୍ଦେଶ୍ୟ ରଖି ଆଦିବାସୀଙ୍କ ନାଁରେ ରାଜନୀତି କରୁଛି ବିଜେଡି: ବିଜେପି

ବିଜେପି ଆଜି ସାମ୍ୱାଦିକ ସମ୍ମିଳନୀ କରି ଆମ୍ବ ଟାକୁଆ ଜାଉ ଦ୍ଵାରା ମୃତ୍ୟୁ ବରଣ କରିଥିବା ମାମଲାରେ ବିଜେଡ଼ି କୁ ଟାର୍ଗେଟ କରି କହିଛନ୍ତି ବିଜେଡି ନେତ୍ରୀଙ୍କ ମିଛ କହିବାର ଅଭ୍ୟାସ ରହିଛି । ପ୍ରତିଦିନ ଗଣମାଧ୍ୟମର ସମୟ ନଷ୍ଟ କରିବାର…

ମେଘନାଦ ପାଚେରୀରୁ ପାଣି ଗଳିବା ଘଟଣାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଦରଦ ନାହିଁ: ବିଜେଡି 

ମେଘନାଦ ପାଚେରୀରେ ଅନେକ ଜାଗାରେ ଫାଟ ସୃଷ୍ଟି ହେଲାଣି । ଯାହାକୁ ନେଇ ଏବେ ରାଜନୀତି ସରଗରମ ହେବାକୁ ଲାଗିଛି । ଗୋଟେ ଦଳ ଅନ୍ୟ ଦଳ ଉପରେ ମେଘନାଦ ପାଚେରୀରେ ଫାଟକୁ ନେଇ ଦୋଷ ଲଦିବାର ସୁଯୋଗ ଛାଡୁନାହାନ୍ତି ।…

ବିଜେଡି ଆନ୍ଦୋଳନ ରେ ନାହାନ୍ତି ବିଜେଡି କାଉନସିଲର; ବଢ଼ିଲା ଚର୍ଚ୍ଚା

ବିଜେଡ଼ିର ଆଭ୍ୟନ୍ତରୀଣ ବିଭାଜନ ପୁଣି ଥରେ ଦୃଶ୍ଯମାନ ହେଉଛି। ଏଥର କୋରାପୁଟ ଅନ୍ତର୍ଗତ ଜୟପୁରରୁ ବିଜେଡ଼ି ମଧ୍ଯରେ ଅନ୍ତର୍ଦ୍ୱନ୍ଦ୍ୱ ଘଟିଛି, ଯେଉଁଠାରେ ଜଗନ୍ନାଥ ସାଗର ପୁଷ୍କରିଣୀର ପୌରପାଳିକାର ମରାମତି କାର୍ଯ୍ଯରେ ହୋଇଥିବା ଅନିୟମିତତା ର ବିରୋଧ ପ୍ରତିବାଦରେ ଦଳର ଅନେକ ପରିଷଦ…