Tag: BJD

ଭରତପୁର ଘଟଣାରେ ରାଜଭବନ ସାମ୍ନାରେ ମହିଳା ବିଜେଡିର ବିକ୍ଷୋଭ

ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଓ ଯୌନ ଉତ୍ପୀଡନକୁ ନେଇ ରାଜ୍ୟଠୁ ଆରମ୍ଭ କରି ସାରା ଦେଶରେ ଚାଲିଛି ହଇଚଇ। ଦୋଷୀଙ୍କ ବିରୋଧରେ ଚାରିଆଡ଼େ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରୁ ତୀବ୍ର ଦାବି ହୋଇଛି। ସେଥିମଧ୍ୟରୁ…

ଭରତପୁର ଘଟଣାରେ ଆସନ୍ତା କାଲି ରାଜଭବନ ସମ୍ମୁଖରେ ବିକ୍ଷୋଭ କରିବ ବିଜେଡି

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ବିଜେଡି କହିଛି ଏହି ମାମଲାକୁ ନେଇ ଆସନ୍ତା କାଲି ବିଜୁ ମହିଳା ଜନତା ଦଳ ଭୁବନେଶ୍ବର ୟୁନିଟ୍ ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ…

ବିଜେଡିକୁ ଫେରିବାକୁ ଚିଠି ଲେଖିଲେ ପୂର୍ବତନ ଆନନ୍ଦପୁର ବିଧାୟକ

ପୁଣି ବିଜେଡିକୁ ଫେରିବାକୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ। ସେ କହିଛନ୍ତି, ଗତ ସାଧାରଣ ନିର୍ବାଚନ ସମୟରେ ଶାରୀରିକ ଅସୁସ୍ଥତା ଓ କିଛି ବ୍ୟକ୍ତିଗତ କାରଣ ପାଇଁ ମୁଁ ଇସ୍ତଫା ଦେଇଥିଲି।…

ରାଜ୍ୟ ସରକାରଙ୍କ ଶହେ ଦିନର କାର୍ଯ୍ୟରୁ ସ୍ପଷ୍ଟ ହେଉଛି ରାଜ୍ୟର ପ୍ରଗତି ଦୁଇ ପାଦ ପଛକୁ ଯିବ: ବିଜେଡି

ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ମୁଖପାତ୍ର ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ ସାହୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଶହେ ଦିନର ବିଫଳତା ଗୁଡିକ ଉପରେ ଆଲୋକପାତ କରିଥିଲେ। ବିଜେପି ଦ୍ୱାରା…

ଗତ ୧୦ ବର୍ଷରେ ଓଡ଼ିଶାର ବିକାଶକୁ କେନ୍ଦ୍ର ଅଗ୍ରାଧିକାର ନୁହେଁ, ଅବହେଳା କରିଛନ୍ତି: ବିଜେଡି

ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ବରିଷ୍ଠ ନେତା ଓ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ ଦାସବର୍ମା ଓ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ…

ଓଡ଼ିଶାର ଇତିହାସକୁ ବିକୃତ କରିବାକୁ ଉଦ୍ୟମ କରୁଛି ବିଜେପି: ବିଜେଡି

ରେଭେନ୍ସାର ନାଁ ପରିବର୍ତ୍ତନ ପ୍ରସଙ୍ଗ ନେଇ ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ଡଃ ଲେନିନ୍ ମହାନ୍ତି । ଇତିହାସକୁ ବିକୃତ କରିବା ପାଇଁ ବିଜେପି ସରକାର ଉଦ୍ୟମ ଜାରି ରଖିଛନ୍ତି।…

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ରକୁ ଚିଠି ଲେଖିବାକୁ ବିଜେଡିର ଆହ୍ୱାନ

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରଖାଯାଇଥିଲା। ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଇଁ ଏହା ସମ୍ଭବ ହେବ କି ନାହିଁ ବିଜେଡି ପ୍ରଶ୍ନ ଉଠାଇଛି ବୋଲି ସସ୍ମିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ହାଇକୋର୍ଟ…

ଆଈ ମା ଗପ ଛାଡି କାମ କରି ଦେଖାନ୍ତୁ ସରକାର: ନବୀନ ପଟ୍ଟନାୟକ

ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ବିଜୁ ଯୁବ ଜନତା ଦଳ ର ଏକ ସମାବେଶ ରେ ଯୋଗ ଦେଇ ବିଜେଡିର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ବିଜୁ ଯୁବ ଜନତା ଦଳର ସମସ୍ତ ସଦସ୍ୟଙ୍କ ପରିଶ୍ରମ…

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିଜୁ ଜନତା ଦଳର ପୋଲାଭରମ ଟିମ

ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କୁ ବିଜୁ ଜନତା ଦଳର ପୋଲାଭରମ ଟିମ ଆଜି ସକାଳେ ନବୀନ ନିବାସରେ ଭେଟି ତାଙ୍କର ନବୀନ ପଟ୍ଟନାୟକଙ୍କୁ ଭେଟି ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି । ଏ ଅବସରରେ ସେମାନେ ବିରୋଧି ଦଳ ନେତାଙ୍କୁ…

ନବୀନଙ୍କ କାମର ଶ୍ରେୟ ନେବା ପାଇଁ ବ୍ୟଗ୍ର ଆଜିର ସରକାର: ବିଜେଡି

ବର୍ତମାନର ବିଜେପି ସରକାର କେବଳ ନବୀନ ସରକାରଙ୍କ ଅମଳରେ ହୋଇଥିବା ଅନେକ କାର୍ଯ୍ୟଗୁଡିକର ରିବନ କାଟି ଉଦଘାଟନ କରୁଛନ୍ତି ଓ ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି । ତେଣୁ ଏହି ସରକାରକୁ ରିବନ କଟା ସରକାର କହିଲେ ଭୁଲ ହେବ ନାହିଁ…