ତାଜା ଖବର ରାଜନୀତି ରାଜ୍ୟ ଅସଙ୍ଗତି ତଥ୍ୟ ନେଇ ନିର୍ବାଚନର ସ୍ୱଚ୍ଛତା ଉପରେ ପ୍ରଶ୍ନ କରିଛି ବିଜେଡି December 24, 2024 Nirvay ବିଜୁ ଜନତା ଦଳର ଏକ ପ୍ରତିନିଧି ଦଳ ଗତ କାଲି ଦେଶର ନିର୍ବାଚନ କମିଶନ ଙ୍କୁ ଭେଟି ଗତ ସାଧାରଣ ନିର୍ବାଚନରେ ବଡ ଧରଣର ଅସଙ୍ଗତି ଥିବା ଦର୍ଶାଇଥିବାବେଳେ ଆଜି ଶଙ୍ଖ ଭବନଠାରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ମୁଖପାତ୍ର ଅରୁଣ…
ତାଜା ଖବର ରାଜ୍ୟ ବିଜେଡି ନିଜ ହାରିବାର ଆତ୍ମସମୀକ୍ଷା କରିବା ଆବଶ୍ୟକ: ସାଂସଦ ବଳଭଦ୍ର ମାଝୀ December 23, 2024 Nirvay ଲୋକଲୋଚନରେ ରହିବା ପାଇଁ ବିଜେଡି ବ୍ୟର୍ଥ ପ୍ରୟାସ ଜାରୀ ରଖିଛି ବୋଲି କହିଛନ୍ତି ସାଂସଦ ବଳଭଦ୍ର ମାଝୀ । ବିନା ତଥ୍ୟ ଆଧାରରେ ଅଭିଯୋଗ କରିବା ବିଜେଡିର ଚିରାଚରିତ ଅଭ୍ୟାସ ଏବଂ ନିର୍ବାଚନ ସରିବାର ୬ ମାସ ପରେ ବିଜେଡି ଆଜି…
ତାଜା ଖବର ରାଜନୀତି ରାଜ୍ୟ ରୁବେନ୍ ବାନାର୍ଜୀଙ୍କ ବହିକୁ ନେଇ ରାଜନୀତି; ବିରୋଧୀଙ୍କ ମତକୁ ନେଇ ଲେଖାଯାଇଛି ବହି: ବିଜେଡି December 23, 2024 Papirani ରାଜନୈତିକ ଚର୍ଚ୍ଚାରେ ରୁବେନ ବାନାର୍ଜୀଙ୍କ ପୁସ୍ତକ। ନବୀନ ପଟ୍ଟନାୟକଙ୍କ ଜୀବନୀକୁ ନେଇ ଲେଖାଯାଇଥିବା ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ପୁସ୍ତକ ‘ନବୀନ ପଟ୍ଟନାୟକ- The authoritative biography revised after 2024 election’କୁ ନେଇ ବର୍ଷିଛି ବିଜେଡି। ବହିରେ ଥିବା ତଥ୍ୟ…
ରାଜନୀତି ରାଜ୍ୟ ହତାଶ ସେନାଙ୍କୁ ଧରି ବାହାରିବେ ନବୀନ December 21, 2024 Bijaya Laxmi Dash କୁହାଯାଏ ଘରେ ନ ପଶୁଣୁ ମୁଣ୍ଡରେ ଚାଳ। ଜାନୁଆରୀ ୬ ତାରିଖରେ ନୂଆ ବର୍ଷରେ ଶଙ୍ଖ ପାର୍ଟି ବାହାରିବ ରାସ୍ତା ଉପରକୁ।ଆନ୍ଦୋଳନ କରିବ ପଦ୍ମ ସରକାର ବିରୋଧରେ। ଦରଦାମ ବଢୁଛି।ଲୋକେ ଅତିଷ୍ଠ ହେଲେଣି। ପଦ୍ମ ସରକାରଙ୍କର ଜନବିରୋଧି ନୀତି ଏଥର ସଂଗ୍ରାମକୁ…
ରାଜନୀତି ରାଜ୍ୟ ଟେଣ୍ଡର ଫିକ୍ସିଂ ମାମଲା: ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କଲା ବିଜେଡି December 19, 2024 Bijaya Laxmi Dash ଟେଣ୍ଡର ଫିକ୍ସିଂ ମାମଲାରେ ଆଇଏଏସ ବିଷ୍ନୁପଦ ସେଠୀଙ୍କୁ ସମନ ହେବାପରେ ଆଜି ନବରଙ୍ଗପୁର ବିଜେଡି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। କିଛିଦିନ ତଳେ ଭୁବନେଶ୍ୱରର ଏକ ତାରକା ହୋଟେଲ ନିକଟରୁ ସିବିଆଇ ୧୦ ଲକ୍ଷ ଟଙ୍କା ଜବତ କରିବା ଘଟଣାରେ…
ଦେଶ ରାଜନୀତି ରାଜ୍ୟ ସଂସଦ ଘଟଣାର ସତ ଲୋକଲୋଚନକୁ ଆସୁ :ବିଜେଡି December 19, 2024 Bijaya Laxmi Dash ଆଜି କିଛି ସମୟ ପୂର୍ବରୁ ପ୍ରତାପ ଷଡ଼ଙ୍ଗୀଙ୍କୁ ଠେଲାପେଲା ଘଟଣାକୁ ନିନ୍ଦା କରି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ କହିଥିଲେ : ଡାକ୍ତରଖାନାରେ ପ୍ରତାପ ଷଢଙ୍ଗୀଙ୍କୁ ରାହୁଲ ଗାନ୍ଧୀ ଭେଟିବା ଉଚିତ । ଏଭଳି ବ୍ୟବହାରକୁ ନିନ୍ଦନୀୟ କହିଥିବାବେଳେ କିଛି ସମୟ…
ତାଜା ଖବର ରାଜନୀତି ରାଜ୍ୟ ଡାକ୍ତରଖାନାରେ ପ୍ରତାପଙ୍କୁ ଭେଟନ୍ତୁ ରାହୁଲ: ବିଜେଡି December 19, 2024 Papirani ସଂସଦରେ ପ୍ରତାପ ଷଡ଼ଙ୍ଗୀଙ୍କୁ ଠେଲାପେଲା ଘଟଣାକୁ ନିନ୍ଦା କଲେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ । ସେ କହିଛନ୍ତି ଏଭଳି ବ୍ୟବହାରକୁ ନିନ୍ଦନୀୟ । ଡାକ୍ତରଖାନାରେ ପ୍ରତାପଙ୍କୁ ଭେଟନ୍ତୁ ରାହୁଲ । ଅନ୍ୟପଟେ ମାଷ୍ଟରକ୍ୟାଣ୍ଟିନ ଛକଠାରେ ନିଆଁ ଜାଳି ବିକ୍ଷୋଭ ପ୍ରଦର୍ଶନ…
ରାଜନୀତି ରାଜ୍ୟ ରାଜ୍ୟସଭା ସାଂସଦଙ୍କ ଶପଥ ଭରିପାରୁ ନାହିଁ ଉତ୍ସାହ; ରାଜନୀତିର ଚଉମୁହାଁଣିରେ ବିଜଦ December 19, 2024 Papirani ରାଜନୀତିର ଦୋଛକିରେ ନୁହେଁ ଚଲମୁହାଁଣିରେ ପଢ଼ିଛି ବିଜୁ ଜନତା ଦଳ। ପ୍ରଥମ ଆଶଙ୍କା ହେଲା, ନବୀନଙ୍କ ପରେ ଦଳ ସମ୍ଭାଳିବ କିଏ ? ଦ୍ଵିତୀୟ ଆଶଙ୍କାଟି ହେଲା, ବ୍ଲକସ୍ତର ସଂଗଠନକୁ ନେଇ । ଭାଜପା ଗୋଟିଏ ପରେ ଗୋଟିଏ ବ୍ଲକ୍ରେ ବିଜଦକୁ…
ତାଜା ଖବର ରାଜନୀତି ରାଜ୍ୟ ଜାନୁଆରୀରେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିବ ବିଜେଡି December 18, 2024 Papirani ଡିସେମ୍ୱର ୨୬ରେ ବିଜେଡି ପାଳିବ କରିବାକୁ ଯାଉଛି ପ୍ରତିଷ୍ଠା ଦିବସ। ସବୁ ନିର୍ବାଚନ ମଣ୍ଡଳିରେ ପାଳନ ହେବ ବିଜେଡି ପ୍ରତିଷ୍ଠା ଦିବସ । ଏଥିରେ ବିଜେଡିର ବିକାଶମୂଳକ କାର୍ଯ୍ୟକୁ ଲୋକଙ୍କ ମନେ ପକାଇବ । ଏହି କାର୍ଯ୍ୟକ୍ରମରେ ବିଜେଡି ସୁପ୍ରିମୋ ନବୀନ…
ରାଜନୀତି ରାଜ୍ୟ ପ୍ରମିଳା ମଲ୍ଲିକଙ୍କ ଭାଇ ଘରେ ଇଡି December 18, 2024 Papirani ଠକେଇ ଅଭିଯୋଗରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଇଡିର ବଡଧରଣର ଚଢାଉ। ୨୩୧ କୋଟି ଠକେଇ ଅଭିଯୋଗରେ ପ୍ରମିଳାଙ୍କ ଭାଇ ମୃତ କ୍ଷୀରୋଦ ମଲ୍ଲିକଙ୍କ ଘରେ ଇଡିର ଚଢାଉ କରିଛି। ଆଜି ସକାଳୁ କ୍ଷୀରୋଦ ମଲ୍ଲିକଙ୍କ…