Tag: BJD

କଣାସରେ ଡାଇରିଆ ଜନିତ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି

ପୁରୀ ଜିଲ୍ଲା, କଣାସ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବା ଓ ଏଥିରେ ଲୋକଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି । ଏକ ସାମ୍ବାଦିକ ସମ୍ମିଳନୀରେ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା…

ପ୍ରତାପ କେଶରୀ ଦେବ ବିଜେଡି ସାଂଗଠିନକ ନିର୍ବାଚନର ନିର୍ବାଚନ ଅଧିକାରୀ ନିଯୁକ୍ତ

ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ ପରିଚାଳନା ପାଇଁ ଦଳର ସଭାପତି ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ବରିଷ୍ଠ ବିଧାୟକ ତଥା ପୂର୍ବତନ ସାଂସଦ ଏବଂ ପୂର୍ବତନ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ଦଳର ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ…

ନବୀନଙ୍କ କାମକୁ ନୂତନ ଅଧ୍ୟାୟର ଶୁଭାରମ୍ଭ ବୋଲି କୁହାଯାଉଛି: ବିଜେଡି

ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡିଶା ଆଗମନକୁ ବିଜୁ ଜନତା ଦଳ ସ୍ୱାଗତ କରିଥିବା ବେଳେ ନବୀନଙ୍କ ଦୂରଦର୍ଶୀ ନେତୃତ୍ୱ ଯୋଗୁଁ ସିଙ୍ଗାପୁର ରାଷ୍ଟ୍ର ସହ ସହଭାଗିତା ଆରମ୍ଭ ହୋଇଥିଲା ବୋଲି ବିଜୁ ଜନତା ଦଳ କହିଛି । ଶଙ୍ଖ ଭବନ ଠାରେ ଆୟୋଜିତ…

ପୋଲିସ ମିତ୍ର ସହଦେବ ହତ୍ୟା ଘଟଣାରେ ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେଡି

ରସୁଲଗଡ଼ ଓଭର ବ୍ରିଜରେ ସଫେଇ ସଂଘ ସଭାପତି ସହଦେବ ନାୟକ ମୁଣ୍ଡ କାଟି ହତ୍ୟାକାଣ୍ଡ ଘଟଣାରେ ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେଡି । ଭିଡିଓ ଦେଖାଇ ପୋଲିସକୁ ଟାର୍ଗେଟ କରିଛି ବିଜେଡି କହିଛି ହତ୍ୟା ପଛରେ ବହୁତ କିଛି…

ହଂସିତାଙ୍କ କଂଗ୍ରେସ-ବିଜଦ ଲିଙ୍କ !

ଅନେକ ରୂପ, କେତେ ସ୍ବାମୀ ! କେତେ ନାଁ ! ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ । ହେଲେ ଘଟଣାଟି ସମ୍ପୂର୍ଣ୍ଣ ସତ। ଚର୍ଚ୍ଚାରେ ବିଷ୍ଣୁପ୍ରିୟା ଚାନ୍ଦ, ହର୍ଷିତା ମିଶ୍ର, ହଂସିତା ଅଭିଲିପ୍ସା । ଜଣେ ମହିଳା, ଠକେଇ ପାଇଁ ନାଁ…

ସହଦେବ ନାୟକ ହତ୍ୟା: ଏକ କୋଟି ଟଙ୍କା କ୍ଷତିପୁରଣ ଦେବାକୁ ବିଜେଡିର ଦାବି

ଭୁବନେଶ୍ବର ରସୁଲଗଡ଼ରେ ସହଦେବ ନାୟକ ହତ୍ୟା ମାମଲାକୁ ନେଇ ଆଜି ସାମ୍ୱାଦିକ ସମ୍ମିଳନୀ କରିଛନ୍ତି ବିଜେଡି । ପ୍ରେସମିଟରେ ବିଜେଡ଼ି କହିଛି ରାଜଧାନୀରେ ଯେତେବେଳେ ପ୍ରବାସୀ ଭାରତୀୟ ଦିବସ ପାଳନ ହେଉଥିବା ବେଳେ ଏହିପରି ଜଘନ୍ୟ ହତ୍ୟା ଘଟଣା ଘଟିଛି। ହତ୍ୟାର…

୭ ମାସରେ ରାଜ୍ୟର ଆଇନ ଶୃଙ୍ଖଳା ଚିନ୍ତାଜନକ: ବିଜେଡି

ରସୁଲଗଡ଼ ମର୍ଡରକୁ ନେଇ ବିଜେଡିର ସମାଲୋଚନା । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ବିଧାୟକ ତଥା ମୁଖପାତ୍ର ଗୌତମବୁଦ୍ଧ ଦାସ ଓ ବିଜେଡି ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି ଭୁବନେଶ୍ୱରରେ ସୁରକ୍ଷାକୁ ନେଇ ପ୍ରଶ୍ନ କରିଛନ୍ତି । ଗୌତମବୁଦ୍ଧ ଦାସ କହିଛନ୍ତି,…

ଦରବୃଦ୍ଧି ଓ ଜିଏସଟି କୁ ନେଇ ‘ଡବଲ ଇଞ୍ଜିନ ସରକାର’ ଉପରେ ବର୍ଷିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱରରେ ଆଜି ବିଜେଡିର ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଦର ବୃଦ୍ଧି, ଜିଏସଟି ମାଡ, ଚାଷୀ ପ୍ରସଙ୍ଗ ପ୍ରମୁଖ ପ୍ରସଙ୍ଗ ଉପରେ ରାଜ୍ୟ ସରକାରକୁ ବିରୋଧର ବିଜେଡ଼ି ପକ୍ଷରୁ ଭୁବନେଶ୍ଵରରେ ପ୍ରତିବାଦ କରାଯାଉଛି। ଏହି ଅବସରରେ ବିଜେଡ଼ି ସୁପ୍ରିମୋ ତଥା ପୂର୍ବତନ…

ଦରବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ

ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଆଜି ରାଜଧାନୀ ରାଜରାସ୍ତାକୁ ଓହ୍ଲାଇଛି ବିଜେଡି । ଲୋୟର୍ ପିଏମ୍‌ଜିରେ ବିଜେଡିର ବିଶାଳ ସମାବେଶ ଦେଖିବାକୁ ମିଳିଛି । ବିଜେପି ଦେଇଥିବା ମିଛ ପ୍ରତିଶୃତି ଓ ବିଫଳ ଅର୍ଥନୈତିକ ପରିଚାଳନାକୁ ଟାର୍ଗେଟ କରି ଲୋୟର ପିଏମଜିଠାରେ ବିଜେଡି…

ମୃତ ଚାଷୀଙ୍କ ପରିବାରକୁ ସହାୟତା ଦେଲେ ନବୀନ

ଫସଲହାନୀ ପାଇଁ ଜୀବନ ହାରିଥିବା ଚାଷୀଙ୍କ ପରିବାରକୁ ସହାୟତା ଦେଲେ ବିରୋଧି ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୃତ ଚାଷୀ ପରିବାରକୁ ୧ ଲକ୍ଷ ଟଙ୍କା ସହାୟତା ରାଶି ଦେଇଛନ୍ତି ନବୀନ । ସୂଚନା ଯୋଗ୍ୟ; ଅଦିନିଆ…