ତାଜା ଖବର ରାଜନୀତି ରାଜ୍ୟ 5T ନାଁରେ ବର୍ଷକୁ ୫୦ ହଜାର କୋଟି ଟଙ୍କା ଲୁଟ୍ ଅଭିଯୋଗ July 20, 2024 Papirani ପୁରୀରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ପେଟ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରେସମିଟ୍ । ସେ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ନିର୍ବାଚନ ପ୍ରତିଶ୍ରୁତି ପାଳନ କରୁଛୁ । କ୍ୟାବିନେଟ୍ରେ ୯ଟି ପ୍ରସ୍ତାବ ଗ୍ରହଣ କରିସାରିଛୁ । ଶ୍ରୀମନ୍ଦିରର ୪ଟି ଦ୍ବାର ମଧ୍ୟ…
ତାଜା ଖବର ରାଜନୀତି ରାଜ୍ୟ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ମିଳିଲା ଆଗୁଆ ଜାମିନ July 19, 2024 Papirani ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ମିଳିଛି ଆଶ୍ୱସ୍ତି। ରଘୁନନ୍ଦନ ଦାସଙ୍କ ମିଳିଲା ଆଗୁଆ ଜାମିନ । ମହିଳା ସମ୍ବାଦିକଙ୍କୁ କୁକୁର ଲଗାଇ ଭୟଭୀତ କରିବାକୁ ଉଦ୍ୟମ ମାମଲାରେ ତାଙ୍କୁ ଆଗୁଆ ଜାମିନ ଆବେଦନକୁ ମଞ୍ଜୁର ଦେଇଛନ୍ତି ହାଇକୋର୍ଟ…
ରାଜ୍ୟ ନବୀନଙ୍କ ଛାୟା ମନ୍ତ୍ରୀମଣ୍ଡଳ July 17, 2024 Nirvay ଦଳ ଗଠନ ହେବା ଦିନଠୁ ରାଜ୍ୟବାସୀଙ୍କୁ ଶାସନ କରି ପ୍ରଥମ ଥର ହାରିବାର ସ୍ୱାଦ ଚାଖିଛି ବିଜେଡି। ପ୍ରଥମ ଥର ବିରୋଧୀ ଦଳ ଭାବେ ଉଭା ହୋଇଛି । ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଇତିହାସ ରଚିବାକୁ…
ରାଜ୍ୟ ବିଭିନ୍ନ ବିଭାଗ ଉପରେ ନଜର ରଖିବା ପାଇଁ ବିଧାୟକଙ୍କୁ ଦାୟିତ୍ୱ ଦେଲେ ନବୀନ July 17, 2024 Nirvay ଦୀର୍ଘ ୨୪ ବର୍ଷ କାଳ ଶାସନ କରି ବିଜେଡି ପ୍ରଥମ କରି ବିରୋଧୀ ଦଳର ଭୂମିକା ନିଭାଉଛି। ତେଣୁ ସରକାରଙ୍କ ବିଭିନ୍ନ ବିଭାଗ ଉପରେ ନଜର ରଖିବା ପାଇଁ ବିଧାୟକଙ୍କୁ ଦାୟିତ୍ୱ ଦେଲେ ନବୀନ ପଟ୍ଟନାୟକ । ନିଜ ଦଳର ୫୦…
ରାଜ୍ୟ ୨୦ରେ ବିଜେଡି ବିଧାୟକ ଦଳ ବୈଠକ July 17, 2024 Nirvay ଆସନ୍ତା ୨୦ ତାରିଖ ଅପରାହ୍ନରେ ଶଙ୍ଖ ଭବନରେ ବସିବ ବିଜେଡି ବିଧାୟକ ଦଳ ବୈଠକ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା କରିବେ। ବୈଠକରେ ବିଧାନସଭା ପାଇଁ ପ୍ରସ୍ତୁତ ହେବ ରଣନୀତି। ତାଙ୍କ ମାର୍ଗଦର୍ଶନରେ ସାଂସଦମାନେ କାମ କରିବେ…
ତାଜା ଖବର ରାଜନୀତି ରାଜ୍ୟ ନିର୍ବାଚନରେ ବିଜେଡି ଲୋକ ହିଁ ବିଜେଡିକୁ ହରାଇଛି: ନୃସିଂହ ସାହୁ July 12, 2024 Papirani ବିଜେଡି ପରାଜୟକୁ ନେଇ ନୃସିଂହ ସାହୁଙ୍କ ବିସ୍ଫୋରକ ବୟାନ। ସେ କହିଛନ୍ତି ବିଜେଡି ହିଁ ବିଜେଡିକୁ ହରାଇଛି । ବିଭିନ୍ନ ଜାଗାରେ ମୂଷା ଥିଲେ। ଅନେକ କ୍ଷେତ୍ରରେ ବିଜେଡ଼ି ଲୋକ ବିଜେଡ଼ିକୁ ହିଁ ହରାଇବାକୁ ଲାଗିଥିଲେ । ଜିତିଛୁ, ଜିତିବୁ, ଓଭର…
ତାଜା ଖବର ରାଜନୀତି ରାଜ୍ୟ ପୂର୍ବ ସରକାର ଲାଗୁ କରିଥିବା ପ୍ରକଳ୍ପକୁ ଦୋହରାଇଲେ ନୂଆ ସରକାର: ବିଜେଡି July 10, 2024 Papirani ବୁଧବାର ରାଜ୍ୟ କ୍ୟାବିନେଟ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ଘୋଷଣା କରିବା ପରେ ଏହାକୁ କଟାକ୍ଷ କରିଛି ବିଜେଡି। ଶଙ୍ଖ ଭବନରେ ସାମ୍ୱାଦିକ ସମ୍ମିଳନୀ କରି ବିଜେଡି କହିଛି ୩ ମାସ ତଳର ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି ସରକାର। ପୂର୍ବ…
ରାଜ୍ୟ ବଡ଼ଠାକୁର ପଡ଼ିଯିବା ଘଟଣାରେ ସରକାରଙ୍କୁ ଘେରିଲା ବିଜେଡି July 10, 2024 Nirvay କାଲି ଆଡ଼ପ ପହଣ୍ଡି ବିଜେ ବେଳେ ଖସିପଡ଼ିଲେ ବଡ଼ଠାକୁର ବଳଭଦ୍ର। ଏହି ବିଭ୍ରାଟ ପାଇଁ ଆଜି ସରକାରଙ୍କୁ ଘେରିଛି ବିଜେଡି। ଏଭଳି ଅଘଟଣ ପାଇଁ ସମସ୍ତେ ବ୍ୟଥିତ, ଦୁଃଖିତ ଓ ମର୍ମାହତ ବୋଲି କହିଛନ୍ତି ବିଜେଡି ନେତ୍ରୀ ସୁଲୋଚନା ଦାସ। ଏଭଳି…
ତାଜା ଖବର ରାଜନୀତି ରାଜ୍ୟ ଦେବାଶିଷଙ୍କ ପ୍ରତ୍ୟାଖ୍ୟାନ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ଦେଲେ ସମ୍ବିତ ରାଉତରାୟ July 9, 2024 Papirani ବିଜେଡି ରାଜ୍ୟସଭା ସଦସ୍ୟ ତଥା ବିଜେଡିର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟଙ୍କ ପ୍ରତ୍ୟାଖ୍ୟାନ ମନ୍ତବ୍ୟ ପରେ ପ୍ରତିକ୍ରିୟା ଦେଇଛନ୍ତି ସମ୍ବିତ ରାଉତରାୟ । ସେ କହିଛନ୍ତି, ୨୦୧୯ରେ ୭୦ ହଜାର ଭୋଟ ପାଇଥିଲି, ଆଉ ୨୦୨୪ରେ ପତ୍ନୀ ୭୦ ହଜାର ପାଇଲେ…
ରାଜନୀତି ରାଜ୍ୟ କିଛି ଶିଖିଲାନି ବିଜେଡି; ପୁଣି ପାଣ୍ଡିଆନ ଛାପ July 7, 2024 Nirvay ନିର୍ବାଚନ ହାରିବା ପରେ ବି ବିଜେଡିର ଚେତା ପଶିନି। ଦଳରେ ପୁଣି ପାଣ୍ଡିଆନଙ୍କ ଛାପ ଦେଖିବାକୁ ମିଳିଛି। ଲୋକଲୋଚନକୁ ନଆସି ପଛରେ ରହି ଦଳକୁ ଆଜି ବି ସେ ହାତମୁଠାରେ ରଖିଛନ୍ତି। ଆଜି ବିଜେଡିର ସମସ୍ତ ରାଜ୍ୟସ୍ତରୀୟ କମିଟି ଭଙ୍ଗାଯାଇ ନୂତନ…