Tag: BJD

ବିଜେପିରେ ଯୋଗଦେଲେ କର୍ପୋରେଟର ବନ୍ଦିତା ପାଲ

ଭୁବନେଶ୍ୱର ମହାନଗର ନିଗମ (ବିଏମସି) କର୍ପୋରେଟର ଥିବା ବନ୍ଦିତା ପାଲ ଆଜି ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରି ବିଜେପିରେ ଯୋଗ ହେଇଛନ୍ତି |।ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି ବନ୍ଦିତା ।…

ବିଜେଡିରୁ ଇସ୍ତଫା ଦେଲେ କର୍ପୋରେଟର

ଆଜି ବିଜେଡି ଛାଡ଼ିଲେ ୩୭ ନଂ ୱାର୍ଡ କର୍ପୋରେଟର। କର୍ପୋରେଟର ବନ୍ଦିତା ପାଲ ଓ ତାଙ୍କ ସ୍ୱାମୀ ଇସ୍ତଫା ଦେଇଛନ୍ତି। ସ୍ୱାଧୀନ ଭାବେ ଜିତିବା ପରେ ବିଜେଡିରେ ସାମିଲ ହୋଇଥିଲେ। ରାଜନୈତିକ କାରଣ ଦର୍ଶାଇ ବିଜେଡିରୁ ଇସ୍ତଫା ଦେଲେ। ଆଜି ସେମାନେ…

ନୂଆ ବିଧାୟକଙ୍କ ଦିଗଦର୍ଶନ କାର୍ଯ୍ଯକ୍ରମରେ ଯୋଗଦେବନି ବିଜେଡି

ନୂଆ ବିଧାୟକଙ୍କ ଦିଗଦର୍ଶନ କାର୍ଯ୍ଯକ୍ରମରେ ଯୋଗ ଦେବନି ବୋଲି ବିଜେଡି କହିଛି। ଏ ନେଇ ବିରୋଧୀ ଦଳ ମୁଖ୍ଯ ସଚେତକ ପ୍ରମିଳା ମଲ୍ଲିକ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି। ନିୟମ ଅନୁଯାୟୀ, ବିଧାନସଭାରେ ହେଉଥିବା ସମସ୍ତ କାର୍ଯ୍ଯ ବିଧାନସଭାକୁ ନିର୍ବାଚିତ ହେଉଥିବା ସଭ୍ଯ…

ଶଙ୍ଖ ଭବନ ଓ ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କ ପତାକା ଉତ୍ତୋଳନ

୭୮ତମ ସ୍ୱାଧୀନତା ଦିବସ ଆଜି ବିଜୁ ଜନତା ଦଳ କାର୍ଯ୍ୟାଳୟରେ ମହାସମାରୋହରେ ପାଳିତ ହୋଇଯାଇଛି। ଦଳ ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ବିଜେଡି ରାଜ୍ୟ କାର୍ଯ୍ୟାଳୟ…

ବିଜେଡି ରାଜ୍ୟରେ ଅଶାନ୍ତି ଓ ବିଶୃଙ୍ଖଳା ସୃଷ୍ଟି କରୁଛି: ବିଜେପି

ଦୀର୍ଘ ୨୫ବର୍ଷ ଶାସନ କ୍ଷମତାରେ ରହି ନବୀନ ବାବୁ ଓଡ଼ିଆ ଓ ଓଡିଶାବାସୀଙ୍କ ସହ ଖେଳ ଖେଳିଆସିଲେ । ଓଡିଆ ଅସ୍ମିତାର ଧଜିଆ ଉଡାଇଲେ । ଆଜି ବିଜେଡି ଓଡିଆ ଅସ୍ମିତାର ସମ୍ପର୍କରେ ସମାଲୋଚନା କରିବା ହାସ୍ୟାସ୍ପଦ ଏବଂ ଦୁର୍ଭାଗ୍ୟଜନକ ।…

କଳାଟଙ୍କାର ପାହାଡ ସୃଷ୍ଟି କରିଥିବା ବିଜେଡି ସରକାରର ଗେହ୍ଲାପୁଅମାନେ ଏବେ ଜେଲ୍ ମୁହାଁ: ବିଜେପି

ବିଜୁ ଜନତା ଦଳ ସରକାର ସମୟରେ କିଭଳି ଦୁର୍ନୀତି ଖୁଲମଖୁଲା ଚାଲିଥିଲା, ସରକାରୀ ଅର୍ଥକୁ ବେଧଡକ୍ ଲୁଟ୍ କରି ସରକାରୀ ଅଧିକାରୀମାନେ କଳାଟଙ୍କାର ପାହାଡ ତିଆରି କରିଥିଲେ ଏହାର ପ୍ରମାଣ ଏବେ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ହେବା ପରେ ସାମ୍ନାକୁ…

ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗ; ପୂର୍ବରୁ ଉଚ୍ଚଶିକ୍ଷା କ୍ଷେତ୍ରରେ ସୁଧାର ପାଇଁ ନିଆଯାଇଥିଲା ପଦକ୍ଷେପ: ବିଜେଡି

ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପ୍ରସଙ୍ଗରେ ପ୍ରତିକ୍ରିୟା ହେଇଛନ୍ତି ବିଜେଡିର ମୁଖପାତ୍ର ଚିନ୍ମୟ ସାହୁ। ସେ କହିଛନ୍ତି ପୂର୍ବରୁ ଉଚ୍ଚଶିକ୍ଷା କ୍ଷେତ୍ରରେ ସୁଧାର ପାଇଁ ନିଆଯାଇଥିଲା ପଦକ୍ଷେପ ନିଆଯାଇଥିଲା ।୨୦୨୦ରେ ବଳିଷ୍ଠ…

ଇଭିଏମ ଓ ନିର୍ବାଚନ କମିଶନଙ୍କ ସ୍ୱଚ୍ଛତାକୁ ନେଇ ଅଭିଯୋଗ ଆଣିଲା ବିଜେଡି

୨୦୨୪ ନିର୍ବାଚନରେ ବିଜେଡି ପରାଜୟ ହୋଇଛି । ଏବେ ନିର୍ବାଚନର ପ୍ରାୟ ୨ମାସ ପରେ ଇଭିଏମ ଓ ନିର୍ବାଚନ କମିଶନଙ୍କ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ସେ କହିଛନ୍ତି, ମତଦାନ ଦିନ ପଡିଥିବା ଭୋଟ…

ବିଜେଡି ପାଳିଲା ବିଶ୍ୱ ଆଦିବାସୀ ଦିବସ

ଆଦିବାସୀଙ୍କ ଭାଷା, ସଂସ୍କୃତିର ସୁରକ୍ଷା ଓ ଏହାକୁ ଗୁରୁତ୍ୱ ଦେବା ପାଇଁ ଅଗଷ୍ଟ ୯ ତାରିଖରେ ବିଶ୍ୱ ଆଦିବାସୀ ଦିବସ ପାଳନ ହେଉଛି। ଏହି ଅବସରରେ ଶଙ୍ଖ ଭବନରେ ବିଜେଡି ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଇଛି। ମୁଖ୍ୟ ଅତିଥି…

ଲୋକଙ୍କୁ ଭୂଆଁ ବୁଲାଇବାକୁ ଉଦ୍ୟମ କରୁଛି ବିଜେଡି: ଜୟନାରାୟଣ ମିଶ୍ର

ଲୋକଙ୍କ ଭଲପାଇବା ପାଇଁ ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିଛି। ଓଡ଼ିଶାର ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପୋଲାଭରମ ପ୍ରକଳ୍ପ ପାଇଁ ବିଜେପି ସରକାର ଉଚିତ ସମୟରେ ଉଚିତ ପଦକ୍ଷେପ ନେବ। ମାତ୍ର ଏହି ପ୍ରସଙ୍ଗକୁ ନେଇ ବିଜେଡି ଅଯଥାରେ…