Tag: Bjd leader

ବିଜେଡି ନେତା ରାଜା ଚକ୍ରଙ୍କ ୧୦ଟି ସ୍ଥାନରେ ଏକାକାଳୀନ ଚଢ଼ାଉ

ଓଡ଼ିଶା ଖଣି ନିଗମ ସହ ଅନୁବନ୍ଧିତ କେନ୍ଦୁଝର ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ୧୦୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା ଘଟଣାରେ ରାଜା ଚକ୍ରଙ୍କ ୧୦ଟି ସ୍ଥାନରେ ଇକୋନୋମିକ୍‍ ଅଫେନ୍ସ ଓ୍ୱିଙ୍ଗ୍‍ (ଇଓଡବ୍ଲୁ) ଏବଂ ସ୍ୱତନ୍ତ୍ର ଗଠିତ ଟାସ୍କଫୋର୍ସ ପକ୍ଷରୁ ମିଳିତ ଭାବରେ…

ଭାଜପାର ନିକଟତର ହେଉଛନ୍ତି ବିଜେଡି ନେତା

୨୦୧୯ ମସିହାରୁ ୨୦୨୪ ମସିହା ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାରେ ୬ଜଣ ଭାଜପା ବିଧାୟକ ଏବଂ ୩ଜଣ ବିଜେଡ଼ି ବିଧାୟକ ରହିଥିଲେ । ମୟୂରଭଞ୍ଜ ଲୋକସଭା ସାଂସଦ ମଧ୍ଯ ଭାଜପାର ରହିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ.…