Tag: Bhubaneswar

କଂଷ୍ଟ୍ରକ୍ସନ କାମ ଚାଲୁଥିବା ଖସିପଡିଲା କ୍ରେନ; ୫ ଆହତ

କଂଷ୍ଟ୍ରକ୍ସନ କାମ ଚାଲୁଥିବା ଖସିପଡିଲା କ୍ରେନ। ଭୁବନେଶ୍ୱର ୟୁନିଟ୍-୮ ଓଏମସି କଲୋନୀରେ ବିଲ୍ଡିଂ ନିର୍ମାଣ ବେଳେ ଭୁଶୁଡ଼ିଲା କ୍ରେନ। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଶତାଧିକ ଲୋକ । କିନ୍ତୁ କାମ କରୁଥିବା ୫ ଶ୍ରମିକ ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି…

ଓଏସ୍ଏସ୍ଏସ୍‌ସି ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ

ଭୁବନେଶ୍ବର ସ୍ଥିତ ଓଏସ୍ଏସ୍ଏସ୍‌ସି ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । ସବଅର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ ତଥା ଓଟ୍ରିପଲ-ଏସସି ଦ୍ଵାରା ପ୍ରକାଶିତ କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ କଲେ ପରୀକ୍ଷାର୍ଥୀ । ଫରେଷ୍ଟ ଗାର୍ଡ, ଫରେଷ୍ଟର ଓ ଲାଇଭ…

ଡିସିପିଙ୍କ କାର୍ଯ୍ୟାଳୟରେ ସୁନୀତି ମୁଣ୍ଡ

ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ୟାଳୟକୁ ଆସି ଡିସିପିଙ୍କୁ ଭେଟିଲେ ପୂର୍ବତନ ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ। ଗତ ୪ ତାରିଖରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ତାଙ୍କୁ ଯେଉଁଭଳି ଭାବେ ବ୍ୟବହାର କରାଯାଇଥିଲା ଓ ତାଙ୍କ ବିରୋଧରେ ଆସିଥିବା ଅର୍ଥ ହେରଫେର ଅଭିଯୋଗ…

ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ହଷ୍ଟେଲ୍ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ ଛାତ୍ରୀ ହେଲେ କୃତ୍ତିକା ରାଜ। ତାଙ୍କ ଘର ଦିଲ୍ଲୀରେ ହୋଇଥିବା ବେଳେ ସେ ବି.ଟେକ୍ ତୃତୀୟ ବର୍ଷରେ ପଢ଼ୁଥିଲେ। ସୂଚନାଯୋଗ୍ୟ,…

ତାଳ ହେଲା କାଳ; ଗଲା ହାତୀ ଛୁଆର ଜୀବନ

ଭୁବନେଶ୍ବର ଚନ୍ଦକାରେ ହାତୀଛୁଆ ମୃତ୍ୟୁର କାରଣ ସାଜିଛି ତାଳ। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ଓୟୁଏଟି ସେଣ୍ଟର ଫର୍ ୱାଇଲ୍ଡ ଲାଇଫ୍ ମୁଖ୍ୟ। ତାଳ ଖାଇବା ପରେ ହାତୀଛୁଆର ତଣ୍ଟିରେ ଲାଖି…

ନନ୍ଦନକାନନକୁ ଆସିଲେ ୨ ଜିରାଫ

କୋଲକାତା ଆଲିପୁର ଚିଡ଼ିଆଖାନାରୁ ନନ୍ଦନକାନନକୁ ଆସିଲେ ନୂଆ ଅତିଥି। ଦେଢ଼ ବର୍ଷର ପୁରୁଷ ଓ ୧୩ ମାସର ମାଈ ଜିରାଫ ଆସିଛନ୍ତି । ଆଲିପୁର ଚିଡ଼ିଆଖାନାରୁ ଗତ ୩୧ ତାରିଖ ରାତିରେ ଜିରାଫକୁ ନେଇ ବାହାରିଥିବା ସ୍ୱତନ୍ତ୍ର କଣ୍ଟେନର୍ ୨୫ ଘଣ୍ଟାର…

ରାଜଧାନୀରୁ ବିପୁଳ ବନ୍ୟପ୍ରାଣୀ ଅଙ୍ଗ ଜବତ

ରାଜଧାନୀରୁ ବିପୁଳ ପରିମାଣର ବନ୍ୟପ୍ରାଣୀ ଅଙ୍ଗ ଜବତ ହୋଇଛି। ରାଜଧାନୀର ଏକ ଦୋକାନରୁ ବଜ୍ରକାପ୍ତା କାତି ଜବତ ହୋଇଛି। ରାଜସ୍ବ ଗୁଇନ୍ଦା ବିଭାଗ ଚଢ଼ଉ କରି ଜବତ କରିଛି। ବଜ୍ରକାପ୍ତା କାତି ସହ କସ୍ତୁରୀ ମୃଗର କସ୍ତୁରୀ, ଶାମୁକା, କଉଡ଼ି ଜବତ…

ରାଜ୍ୟରେ ବ୍ୟାପୁଛି ବାର୍ଡ ଫ୍ଲୁ; ଚିକେନ୍ ନ ଖାଇବାକୁ ଅନୁରୋଧ କଲେ ଭୁବନେଶ୍ୱର ମେୟର

ରାଜ୍ୟରେ ଦିନକୁ ଦିନ ବାର୍ଡ ଫ୍ଲୁ ଆତଙ୍କ ଦେଖିବାକୁ ମିଳୁଥିବା ବେଳେ ଆଜି ଭୁବନେଶ୍ବରର କୁକୁଡ଼ା ଦୋକାନୀଙ୍କୁ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ତରଫରୁ ନୋଟିସ୍ ଜାରି କରାଯାଇଛି । ସଂକ୍ରିମତ ଅଞ୍ଚଳରୁ କୁକୁଡ଼ା ନକିଣିବାକୁ ଦୋକାନୀଙ୍କୁ ନୋଟିସ୍ ଦିଆଯାଇଥିବା ବେଳେ କୌଣସି…

ଆପାର୍ଟମେଣ୍ଟ ଭଙ୍ଗା ତଥ୍ୟ ଆସିନି: ମେୟର

ଆପାର୍ଟମେଣ୍ଟ ଭଙ୍ଗାଯିବା ପ୍ରସଙ୍ଗରେ ଭୁବନେଶ୍ବର ମେୟର ସୁଲୋଚନା ଦାସ ପ୍ରତିକ୍ରିୟା ରଖିଛନ୍ତି । ଏଯାଏଁ ସରକାରଙ୍କ ପକ୍ଷରୁ ବିଏମସିକୁ କୌଣସି ପ୍ରକାର ତଥ୍ୟ ଆସିନାହିଁ। ଆପାର୍ଟମେଣ୍ଟ ପାଇଁ କେବଳ ବିଏମ୍‌ସି ନୁହେଁ ବିଡିଏ ବି ଅନୁମତି ଦେଇଛି ବୋଲି କହିଛନ୍ତି ।…

ଏକତରଫା ପ୍ରେମର କରୁଣ ପରିଣତି; ଯୁବତୀଙ୍କ ଦାଦାକୁ ହାଣିଲେ ପ୍ରେମିକ

ପୁଣି ରାଜଧାନୀରେ ଗଡ଼ିଲା ମୁଣ୍ଡ। ଏକତରଫା ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାକୁ ହତ୍ୟା କଲା ପାଗଳପ୍ରେମୀ। ଖଣ୍ଡିଗିରି ଥାନା ଜଗନ୍ନାଥନଗର ଶୁକବିହାର ଅଞ୍ଚଳରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ମୃତକ ହେଲେ ଜଗତ ମଲିକ । ସ୍କୁଟିରେ…