ତାଜା ଖବର ରାଜ୍ୟ ଟ୍ୱିନ୍ ସିଟିରେ ହେବ ଆଇଟି ପାର୍କ April 19, 2025 Nirvay ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ହେବ ନୂଆ ଆଇଟି ପାର୍କ । ଏଥି ନେଇ ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ୧୦୦୦ ହେକ୍ଟର ଜମିରେ ତିଆରି ହେବ ନୂଆ ଆଇଟି ପାର୍କ । IT ଶିଳ୍ପ…
ତାଜା ଖବର ରାଜ୍ୟ ଭୁବନେଶ୍ବରରୁ ଅପହୃତ ଶିଶୁ ବାଲେଶ୍ୱରରୁ ଉଦ୍ଧାର April 15, 2025 Papirani କମିଶନରେଟ ପୋଲିସକୁ ମିଳିଛି ବଡ଼ ସଫଳତା । ରାଜଧାନୀ ରାମ ମନ୍ଦିର ସାମ୍ନାରୁ ଜଣେ ଦୃଷ୍ଟି ବାଧିତ ମାଆ କୋଳରୁ ଚୋରି ହୋଇଥିବା ଦେଢ଼ ବର୍ଷର ଶିଶୁକୁ ଉଦ୍ଧାର ହୋଇଛି । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ବୋଇତା ଗାଁରୁ ଶିଶୁ…
All News ଖେଳ ରାଜ୍ୟ ଭୁବନେଶ୍ବରରେ ଦେଢ଼ ବର୍ଷର ଶିଶୁ ପୁତ୍ର ଚୋରି ଅଭିଯୋଗ April 13, 2025 Papirani ଭୁବନେଶ୍ବରରେ ଜଣେ ଦୃଷ୍ଟିବାଧିତ ମାଆ କୋଳରୁ ଶିଶୁ ପୁତ୍ରକୁ ଝାମ୍ପି ନେଲେ ଦୁର୍ବୃତ୍ତ । ରାଜରାସ୍ତାରୁ ଦେଢ଼ ବର୍ଷର ଶିଶୁ ପୁତ୍ର ଚୋରି ଅଭିଯୋଗ ହୋଇଥିବା ଏବେ ସାମ୍ନାକୁ ଆସିଛି। ରାମ ମନ୍ଦିର ପାଖରୁ ରାତି ୨ଟା ବେଳେ ମାଆ କୋଳରୁ…
ତାଜା ଖବର ରାଜ୍ୟ ଆଜି ରାଜଧାନୀର ପ୍ରତିଷ୍ଠା ଦିବସ; ୭୭ ବର୍ଷରେ ପାଦ ଥାପିଲା ଭୁବନେଶ୍ବର April 13, 2025 Papirani ଆଜି ୭୭ ବର୍ଷରେ ପହଞ୍ଚିଛି ମନ୍ଦିର ମାଳିନୀ ସହର ଆମ ଭୁବନେଶ୍ବର। ୧୯୪୮ ମସିହା ଆଜିର ଦିନରେ ଓଡ଼ିଶାର ରାଜଧାନୀ କଟକରୁ ଭୁବନେଶ୍ୱର ସ୍ଥାନାନ୍ତରିତ ହୋଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହେରୁ ନୂଆ ରାଜଧାନୀ ଭୁବନେଶ୍ୱରର ଶିଳାନ୍ୟାସ କରିଥିଲେ। ରାଜଧାନୀ ଭୁବନେଶ୍ୱରର…
ରାଜ୍ୟ ଆଜି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା; ଚଳଚଞ୍ଚଳ ଏକାମ୍ର କ୍ଷେତ୍ର April 5, 2025 Nirvay ଆଜି ପବିତ୍ର ଅଶୋକାଷ୍ଟମୀ । ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇଛି ଲିଙ୍ଗରାଜ ମନ୍ଦିର ପରିସର । ସକାଳର ନୀତିକାନ୍ତି ସରିବା ପରେ ମଧ୍ୟାହ୍ନ ୧୨ଟାରୁ ୧୨ଟା ୩୦ ମଧ୍ୟରେ ଯାତ୍ରାପୂଜା, ୧୨ଟା ୩୦ରୁ ଅପରାହ୍ନ…
ତାଜା ଖବର ରାଜ୍ୟ ରାଜଧାନୀରେ ଡବଲ୍ ଏନକାଉଣ୍ଟର April 4, 2025 Papirani ପୁଣି ରାଜଧାନୀରେ ଡବଲ୍ ଏନକାଉଣ୍ଟର। ବିହାରରୁ ଆସି ଭୁବନେଶ୍ୱର, ପୁରୀ, କଟକରେ ମଚାଉଥିଲେ ଆତଙ୍କ। ବଡ଼ଗଡ଼ ଥାନା ପୋଲିସ ଓ ସ୍ପେଶାଲ କ୍ରାଇମ୍ ୟୁନିଟ୍ ପକ୍ଷରୁ ଏନକାଉଣ୍ଟର ହୋଇଛି। ଉଭୟ ପକ୍ଷ ମଧ୍ୟରେ ୭ ରାଉଣ୍ଡ ଗୁଳି ବିନିମୟ ହୋଇଛି। ଏଥିରେ…
ତାଜା ଖବର ରାଜ୍ୟ କୀଟ୍ ଛାତ୍ରଙ୍କ ମୃତ୍ୟୁ ମାମଲା: କିଟ୍ ବିରୋଧରେ ଅଭିଯୋଗ ଆଣିଲେ ମୃତ ଛାତ୍ରଙ୍କ ବାପା April 2, 2025 Papirani କୀଟ୍ ଛାତ୍ରଙ୍କ ମୃତ୍ୟୁ ମାମଲାରେ କିଟ୍ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ମୃତ ଛାତ୍ରଙ୍କ ବାପା । କିଟକୁ ଏହି ଘଟଣା ପାଇଁ ଦାୟୀ କରି ସେ କହିଛନ୍ତି କିଟ୍ କର୍ତ୍ତୃପକ୍ଷଙ୍କ ଅବହେଳାରୁ ପୁଅର ମୃତ୍ୟୁ ହୋଇଛି । ଏ ସବୁ…
ରାଜ୍ୟ ଓଡ଼ିଶା ଦିବସ-୨୦୨୫ ଉପଲକ୍ଷେ ଆଲୋକ ମାଳାରେ ସଜେଇ ହୋଇଛି ରାଜଧାନୀ March 31, 2025 Nirvay ଓଡ଼ିଶା ଦିବସ ଉପଲକ୍ଷେ, ପୂର୍ବ ସନ୍ଧ୍ୟାରେ ଆଜି ଭୁବନେଶ୍ୱରର ବିଭିନ୍ନ ଅଟ୍ଟାଳିକାକୁ ରଙ୍ଗୀନ ଆଲୋକରେ ଆଲୋକିତ ହୋଇଛି । ଉତ୍କଳ ଦିବସ ଅବସରରେ ରାଜଧାନୀ ଭୁବନେଶ୍ୱରରେ ଲୋକସେବା ଭବନ, ବିଧାନସଭା, ସଚିବାଳୟ, ପୁଲିସ କମିସନରେଟ୍, କୃଷି ଭବନ, ରାଜ୍ୟ ଅତିଥି ଭବନ…
ତାଜା ଖବର ରାଜ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ March 30, 2025 Papirani ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରାବାସରେ ଜଣେ ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ମଧୁସୂଦନ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ। ମୃତ ଛାତ୍ର ତାପସ କୁମାର ନାୟକ ବୋଲି ଜଣାପଡିଛି। ମୃତକ ଫିଲୋସଫି ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ହୋଇଥିବା ବେଳେ କାରଣ…
ତାଜା ଖବର ରାଜ୍ୟ ଭୁବନେଶ୍ଵରରେ ଭିଆଇପି/ଭିଭିଆଇପିଙ୍କ ଆଗମନ; ସନ୍ଧ୍ୟା ୫ଟାରୁ ରାସ୍ତା ଭିଡ଼ ହେବା ନେଇ ଲାଗୁ ହେଲା ଟ୍ରାଫିକ୍ କଟକଣା March 28, 2025 Papirani ଭୁବନେଶ୍ଵରରେ ଭିଆଇପି/ଭିଭିଆଇପିଙ୍କ ଆଗମନକୁ ନେଇ ଲାଗୁ ହେଲା ଟ୍ରାଫିକ କଟକଣା । ଦେବେନ୍ଦ୍ର ପ୍ରଧାନଙ୍କ ଦ୍ୱାଦଶ ଦିନର ରୀତିନୀତିରେ ଯୋଗ ଦେବାକୁ ଆସୁଛନ୍ତି ଭିଆଇପି/ଭିଭିଆଇପି । ତେଣୁ ଆଜି ସନ୍ଧ୍ୟାଠୁ ରାଜଧାନୀ ରାଜରାସ୍ତାରେ ଭିଡ଼ ହେବାର ସମ୍ଭାବନା ରହିଛି। ଏଥିପାଇଁ କମିଶନରେଟ୍…