ଖେଳ ରାଜ୍ୟ ବାରବାଟୀ ଦିନିକିଆ ମ୍ୟାଚ୍: ଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ ଓ ଇଂଲଣ୍ଡ ଦଳର ଖେଳାଳି February 7, 2025 Nirvay କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ ମ୍ୟାଚ୍ ଖେଳାଯିବ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ଭାରତ ଓ ଇଂଲଣ୍ଡ ଖେଳାଳିମାନେ ପହଞ୍ଚିଛନ୍ତି । ବିମାନବନ୍ଦରରୁ ହୋଟେଲ୍ ଏବଂ ସେଠାରୁ ବାରବାଟୀ ଯିବାପାଇଁ…
ତାଜା ଖବର ରାଜ୍ୟ ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କ ସନ୍ଦେହଜନକ ମୃତ୍ୟୁ; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ February 6, 2025 Papirani ପୁଣି ଏକ ନିଶା ନିବାରଣ କେନ୍ଦ୍ର ବିରୋଧରେ ଆସିଲା ହତ୍ୟା ଅଭିଯୋଗ। ନିଶା ଛାଡ଼ିବା ପାଇଁ ନିଶା ନିବାରଣ କେନ୍ଦ୍ରରେ ଛାଡ଼ିଥିଲେ କିନ୍ତୁ ମିଳିଲା ମୃତ ଦେହ। ଭୁବନେଶ୍ୱର ଝାରପଡ଼ା ମହାଦେବ ନଗର ସ୍ଥିତ ଏକ ନିଶା ନିବାରଣ କେନ୍ଦ୍ରରେ ରହସ୍ୟମୟ…
ତାଜା ଖବର ରାଜ୍ୟ ରାମ ମନ୍ଦିରରେ ପଡ଼ିଲା ତାଲା; ଅସନ୍ତୋଷ ବ୍ୟକ୍ତ କଲେ ଭକ୍ତ February 6, 2025 Papirani ଭୁବନେଶ୍ଵର ରାମ ମନ୍ଦିରରେ ନୂଆ ପୂଜକ ନିଯୁକ୍ତି ନେଇ ବିବାଦ। ମନ୍ଦିରର ଏକ୍ଜିକ୍ୟୁଟିଭ ଅଫିସର ପ୍ରଶାନ୍ତ ପାଣି ଏବଂ ପୂଜକଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। ଟ୍ରଷ୍ଟ ବୋର୍ଡ ପୁରୁଣା ପୂଜକଙ୍କୁ ନଜଣାଇ ନୂତନ ପୂଜକ ନିଯୁକ୍ତ କରିବା ଓ ମନ୍ଦିର…
ତାଜା ଖବର ରାଜ୍ୟ କୁନି ଝିଅ ଉପରେ ଚଢ଼ିଗଲା ମୋ ବସ୍ February 4, 2025 Papirani ରାଜଧାନୀରେ ପୁଣି ଦୁର୍ଘଟଣା ଘଟାଇଲା ମୋ ବସ୍ । ମୋ ବସ୍ ଧକ୍କାରେ କୁନି ଝିଅର ମୃତ୍ୟୁ ହୋଇଛି। ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା । ସାଇକେଲରେ ଯାଉଥିବାବେଳେ ପଛପଟୁ ଧକ୍କା ଦେଇଥିଲା ମୋ ବସ।…
ରାଜ୍ୟ ଭୁବନେଶ୍ୱର ରେ ଆରମ୍ଭ ହେଲା ତିନି ଦିନିଆ ମୟୂରଭଞ୍ଜ ଉତ୍ସଵ February 1, 2025 Nirvay ମୟୂରଭଞ୍ଜ ମାଟି ହେଉଛି କଳା ଓ ସଂସ୍କୃତିର ମାଟି – ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜରେ ଛଉ ଏକାଡେମୀ ଓ ସାଂସ୍କୃତିକ ଗବେଷଣା କେନ୍ଦ୍ର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବାରିପଦାରେ 60 କୋଟି ଟଙ୍କା ବିନିଯୋଗରେ ବୁଢ଼ାବଳଙ୍ଗ ରିଭର୍ ଫ୍ରଣ୍ଟ ବିକଶିତ କରାଯିବ ମୟୂରଭଞ୍ଜ…
ରାଜ୍ୟ ଓଡ଼ିଶାରେ ବିଳାସପୂର୍ଣ୍ଣ ହୋଟେଲ କରିବ ରାଡିସନ୍ ଗୃପ January 29, 2025 Nirvay ରାଡିସନ୍ ହୋଟେଲ ଗୃପ ଭୁବନେଶ୍ୱର ପଟିଆରେ ୭୯ କୋଟି ଟଙ୍କା ଖର୍ଚ୍ଚରେ ତିଆରି କରିବ ବିଳାସପୂର୍ଣ୍ଣ ହୋଟେଲ । ଚଳିତ ଜୁଲାଇରେ ହୋଟେଲର ହେବ ଶୁଭାରମ୍ଭ ହେବ । ଏହି ପରିପ୍ରେକ୍ଷୀରେ ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ରାଜ୍ୟ ସରକାରଙ୍କ ସହିତ ବୁଝାମଣା…
ରାଜ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତ ପାଇଁ ଭୁବନେଶ୍ୱରରେ ନୋ ଫ୍ଲାଇଂ ଜୋନ୍ ଘୋଷଣା January 27, 2025 Nirvay ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଏବଂ ରହଣି ଅଞ୍ଚଳକୁ ନୋ ଡ୍ରୋନ୍ ଜୋନ୍ ତଥା ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି । ଆସନ୍ତାକାଲି ୧୦ ଘଟିକା ସମୟରେ ମୋଦିଙ୍କୁ ଭୁବନେଶ୍ୱର…
ତାଜା ଖବର ରାଜ୍ୟ ରାଜଧାନୀରେ ଟଙ୍କା ସହ ତାଡ଼ିନେଲେ ଏଟିଏମ୍ ମେସିନ୍ January 24, 2025 Papirani ରାଜଧାନୀରେ ମାତିଛନ୍ତି ଏଟିଏମ୍ ଲୁଟେରା । ଟଙ୍କା ସହ ତାଡ଼ିନେଲେ ଏଟିଏମ୍ ମେସିନ୍ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଶ୍ରୀରାମନଗରୀ ସ୍ଥିତ ଏସବିଆଇ ଏଟିଏମରୁ ହୋଇଛି ଲୁଟ୍ । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି । ହେଲେ ଏଟିଏମରେ କେତେ ଟଙ୍କା…
ରାଜ୍ୟ ସମ୍ପ୍ରସାରିତ ହେବ ରାଜଧାନୀ ଭୁବନେଶ୍ୱର January 23, 2025 Papirani ରାଜଧାନୀ ଭୁବନେଶ୍ୱର ସମ୍ପ୍ରସାରିତ ହେବ । ଗୁରୁବାର ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର । ସେ କହିଛନ୍ତି ଯେ ରାଜଧାନୀ ଭୁବନେଶ୍ୱରରେ ଲୋକସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ଏବେ ଭୁବନେଶ୍ୱରରେ ନୂଆ…
ରାଜ୍ୟ ଭୁବନେଶ୍ୱର ଠାରେ ବାଗଚୀ କରୁଣାଶ୍ରୟ ପାଲିଏଟିଭ ସେବା କେନ୍ଦ୍ରର ଶୁଭ ଉଦଘାଟନ January 21, 2025 Nirvay ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭୁବନେଶ୍ୱର ଠାରେ ବାଗଚୀ କରୁଣାଶ୍ରୟ ପାଲିଏଟିଭ ସେବା କେନ୍ଦ୍ର ର ଉଦ୍ଘାଟନ କରିଛନ୍ତି । ଏଠାରେ କର୍କଟ ରୋଗୀଙ୍କ ପାଇଁ ୧୧୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଓ…