Tag: Bhubaneswar railway station

AI Robot ‘DSC Arjun’ Launched at BBSR Railway Station: ଭୁବନେଶ୍ୱର ରେଳ ଷ୍ଟେସନରେ ‘ଡିଏସସି ଅର୍ଜୁନ’ ରୋବଟ୍ ଶୁଭାରମ୍ଭ

ଭୁବନେଶ୍ୱର ରେଳ ଷ୍ଟେସନରେ ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି ଓ ସୁଦୃଢ଼ କରିବା ପାଇଁ ଏକ କୃତ୍ରିମ ବୁଦ୍ଧିମତ୍ତା (AI) ସଞ୍ଚାଳିତ ସ୍ୱୟଂଚାଳିତ ରୋବଟ୍ ‘ଡିଏସସି ଅର୍ଜୁନ’ (DSC Arjun) ର ଆନୁଷ୍ଠାନିକ ଶୁଭାରମ୍ଭ କରାଯାଇଛି। ପ୍ରାୟ ୪୦ ଲକ୍ଷ…