ତାଜା ଖବର ରାଜନୀତି ରାଜ୍ୟ Bhawanipatna MLA Death Threat: ବିଧାୟକ ସାଗର ଦାସଙ୍କୁ ହତ୍ୟା ଧମକ ଘଟଣା; କ୍ଷୋଭ ପ୍ରକାଶ କଲେ ଭକ୍ତ ଦାସ November 21, 2025 Papirani କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ସଦର ବିଧାୟକ ସାଗର ଚରଣ ଦାସଙ୍କୁ ମିଳିଛି ହତ୍ୟା ଧମକ। ବିଧାୟକ ନିଜ ସୋସିଆଲ ମିଡ଼ିଆ ମାଧ୍ୟମରେ କହିଛନ୍ତି ଆଜି ସକାଳେ କିଛି ଦୁର୍ବୃତ୍ତ ମୋର ଭବାନୀପାଟଣା ଜୋନ୍ ସଭାପତିଙ୍କୁ ଆକ୍ରମଣ କରିଥିଲେ ଏବଂ ମୋର ସ୍ଥାନ…