Tag: Bharat Ratna

Ratna Bhandar: ମାର୍ଚ୍ଚ ୨୫ରୁ ହେବ ରତ୍ନଭଣ୍ଡାର ଗଣତିମଣତି

ପୁରୀରେ ମାର୍ଚ୍ଚ ୨୫ରୁ ହେବ ରତ୍ନଭଣ୍ଡାର ଗଣତିମଣତି । ଦିନ ୧୨ଟା ୨୦ରୁ ୧ଟା ୨୫ ମଧ୍ୟରେ ଶୁଭବେଳା । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିବା ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏ ନେଇ ସୂଚନା ଦେଇଛନ୍ତି…

ରଥଯାତ୍ରାରୁ ନୀଳାଦ୍ରି ବିଜେ ମଧ୍ୟରେ ସରିବ ରତ୍ନଭଣ୍ଡାର ମରାମତି କାମ: ପୃଥ୍ବୀରାଜ ହରିଚନ୍ଦନ

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମରାମତି କାମ ବର୍ତ୍ତମାନ ବନ୍ଦ ରହିଥିଲେ ମଧ୍ୟ ଆସନ୍ତା ରଥଯାତ୍ରାରୁ ନୀଳାଦ୍ରିବିଜେ ମଧ୍ୟରେ ଏହା ଶେଷ ହେବ। ଆସନ୍ତା ଜୁନ ୨୭ ତାରିଖରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଘୋଷଯାତ୍ରା ଆରମ୍ଭ ହେବାକୁ ଯାଉଛି। ସବୁ ଲୀଳା ଖେଳା…

ମାର୍ଚ୍ଚ ମାସ ସୁଦ୍ଧା ସରିବନି ରତ୍ନ ଭଣ୍ଡାର ମରାମତି କାମ: ପୃଥ୍ୱୀରାଜ ହରିଚନ୍ଦନ

ମାର୍ଚ୍ଚ ମାସ ଶେଷ ସୁଦ୍ଧା ଶେଷ ହୋଇ ପାରିବନି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ। ମରାମତି କାର୍ଯ୍ୟରେ ବିଳମ୍ବ ହେବା ନେଇ ଆଜି ସୂଚନା ଦେଉଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ସେ କହିଛନ୍ତି ଧାର୍ଯ୍ୟ…

ନୀତିଶ ଓ ନବୀନଙ୍କୁ ଭାରତ ରତ୍ନ ଦେବାକୁ ଦାବି କଲେ ଗିରିରାଜ ସିଂହ

ନୀତୀଶ କୁମାର ଏବଂ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିଛନ୍ତି କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ । ୨୦୨୫ ରେ ବିହାରରେ ହେବାକୁଥିବା ବିଧାନସଭା ନିର୍ବାଚନରେ ପୁଣି ଏନଡିଏ ସରକାର ଗଠନ ହେବ । ଗତ ୧୦…

ମଧୁବାବୁଙ୍କୁ ଭାରତ ରତ୍ନ ପ୍ରଦାନ ଦାବି

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ପ୍ରଦାନ କରାଯିବା ନେଇ ଦାବି ଉଠିଛି । ସଂସଦ ଭବନ ପରିସରରେ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ମଧ୍ୟ ଦାବି କରାଯାଇଛି। ଉତ୍କଳ ସମ୍ମିଳନୀ ରାଷ୍ଟ୍ରପତିଙ୍କ ନିକଟରେ ଏହି…

ସବୁ ସମର୍ପି ଦେଇ ବି ବିଜୁଙ୍କୁ ଦିଆଇ ପାରିଲେନି ଭାରତ ରତ୍ନ

ନବୀନ ଦାସ: ଭୀମ ଭୋଇଙ୍କର ଏକ ବଡ଼ ଲୋକପ୍ରିୟ ଜଣାଣଟି ହେଲା ‘ସମର୍ପି ଦେଲି ପାଇଲ ସର୍ବ । ବୁଝ କି ନବୁଝ ସ୍ୱାମୀ ଗୁରୁଦେବ ।’ ଟିକେ ବୁଲେଇ ଦେଖିଲେ ବିଜୁ ଜନତା ଦଳକୁ ଏହା ଖାପ ଖାଇଯାଉଛି ।…

ଭାରତରତ୍ନରେ ସମ୍ମାନିତ ହେବେ ଭେଟେରାନ ବିଜେପି ନେତା ଏଲ କେ ଆଡଭାନୀ

ନୂଆଦିଲ୍ଲୀ: ସାମ୍ନାକୁ ଆସିଛି ଏକ ଖୁସି ଖବର। ପୁରା ଦେଶବାସୀଙ୍କୁ ଟୁଇଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଖୁସି ଖବର ଦେଇଛନ୍ତି। ସେ ତାଙ୍କ ସୋସିଆଲ ମିଡ଼ିଆରେ ଲେଖିଛନ୍ତି ଯେ ଶ୍ରୀ ଏଲ.କେ ଆଡଭାନୀ ଜୀଙ୍କୁ ଭାରତ ରତ୍ନ ପ୍ରଦାନ…