Tag: Bhakta Nivas

Parking Fees at Bhakta Nivas: କମିବନି ଭକ୍ତନିବାସ ପାର୍କିଂ ଫି: ଅରବିନ୍ଦ ପାଢ଼ୀ 

ପୁରୀ ଶ୍ରୀମନ୍ଦିର ଭକ୍ତନିବାସ ପାର୍କିଂ ଫି ୫୦୦ ଟଙ୍କା ରହିବ । ଏ ନେଇ ସ୍ପଷ୍ଟ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ସେ କହିଛନ୍ତି ଭକ୍ତ ନିବାସରେ ସ୍ୱଳ୍ପ ମୂଲ୍ୟରେ ଯାତ୍ରୀଙ୍କୁ ରୁମ୍ ଭଡ଼ା ଦିଆଯାଉଛି ।…