ତାଜା ଖବର ବିଶ୍ୱ ରାଜ୍ୟ ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲା ମୃତ; ସ୍ପଷ୍ଟ କଲା ଇସ୍ରାଏଲ ସେନା September 28, 2024 Papirani ଇସ୍ରାଏଲ ଶୁକ୍ରବାର ଦିନ ଲେବନାନର ରାଜଧାନୀ ବେରୁତରେ ଥିବା ହିଜବୁଲ୍ଲାର ମୁଖ୍ୟାଳୟ ଉପରେ ଏୟାର ଷ୍ଟ୍ରାଇକ୍ କରିଛି।ଏହି ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲାର ମୃତ୍ୟୁ ଘଟିଛି । ଇସ୍ରାଏଲ ସେନା ପକ୍ଷରୁ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି…