ତାଜା ଖବର ରାଜ୍ୟ ମହାନଦୀ ଅବବାହିକାରେ ହେବ ୭ଟି ବ୍ୟାରେଜ March 18, 2025 Papirani ମହାନଦୀ ଅବବାହିକାରେ ୭ଟି ବ୍ୟାରେଜ ନିର୍ମାଣ ହେବ । ଏ ନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାୟକ । ସେ କହିଛନ୍ତି ମହାନଦୀ ଅବବାହିକାରେ ୭ଟି ବ୍ୟାରେଜ କରିବାକୁ ମୁଖ୍ୟମନ୍ତ୍ରୀ…