Tag: Baripada

Odisha Vigilance Intercepts Two Auditors: ଭିଜିଲାନ୍ସ ଜାଲରେ ୨ ଅଡିଟ୍ ଅଧିକାରୀ; ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ

ବାରିପଦାରେ ଓଡ଼ିଶା ଭିଜିଲାନ୍ସ ବିଭାଗକୁ ମିଳିଛି ବଡ଼ ସଫଳତା। ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ଦୁଇ ଜଣ ଅଡିଟରଙ୍କ ନିକଟରୁ ସନ୍ଦେହଜନକ ଭାବେ ରଖାଯାଇଥିବା ନଗଦ ୧୪ ଲକ୍ଷ ୩୮ ହଜାର ୩୪୦ ଟଙ୍କା ଜବତ କରାଯାଇଛି।…

6 Class 10 Students Missing in Baripada: ବାରିପଦାରେ ସ୍କୁଲ ହଷ୍ଟେଲରୁ ୬ ଦଶମ ଶ୍ରେଣୀ ଛାତ୍ର ନିଖୋଜ

ବାରିପଦାର ସାରସକଣା ବ୍ଲକ୍ ଅନ୍ତର୍ଗତ ଏକ ଘରୋଇ ସ୍କୁଲ ହଷ୍ଟେଲରୁ ୬ ଜଣ ଦଶମ ଶ୍ରେଣୀ ଛାତ୍ର ନିଖୋଜ ହୋଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଛାତ୍ରଙ୍କ ପରିବାର ଲୋକେ ଏନେଇ ଝାରପୋଖରିଆ ଥାନାରେ ଏକ ଲିଖିତ…

Railway Track Sinks in Baripada: ବାରିପଦାରେ ଦବିଲା ରେଳଧାରଣା

ବାରିପଦା ଷ୍ଟେସନ ବଜାରରୁ ସୁନଗଡିଆ ନିକଟରେ ଦବିଲା ରେଳଧାରଣା । ଲଗାଣ ବର୍ଷାର ପ୍ରଭାବରେ ବାରିପଦା ଷ୍ଟେସନବଜାର-ଶୁନଗଡ଼ିଆ ନିକଟରେ ପ୍ରାୟ ୫୦ ମିଟର ରେଳଧାରଣା ଦବିଯାଇଛି। ଫଳରେ ରେଳ ବିଭାଗ ପକ୍ଷରୁ ଏହି ରୁଟ୍‌ରେ ରେଳ ଚଳାଚଳକୁ ସାମୟିକ ଭାବେ ବନ୍ଦ…

CM Inaugurated 650 Bed Hospital In Baripada: ବାରିପଦାରେ ୬୫୦ ବେଡ୍ ବିଶିଷ୍ଟ ଟିଚିଙ୍ଗ୍ ହସ୍ପିଟାଲକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ମୟୂରଭଞ୍ଜ ଏବଂ ଉତ୍ତର ଓଡ଼ିଶାରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦା ଗସ୍ତରେ ଯାଇ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ନୂତନ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଙ୍ଗ୍ ହସ୍ପିଟାଲ ଉଦ୍‍ଘାଟନ କରିଛନ୍ତି…

Minor Girl Raped In Baripada: ବାରିପଦାରେ ଲଜ୍ଜା; ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ

ବାରିପଦାରେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ବିସ୍କୁଟ୍ ଲୋଭ ଦେଖାଇ ଶିଶୁ କନ୍ୟାକୁ ଦଷ୍କର୍ମ ଅଭିଯୋଗ ହୋଇଛି । ଅଭିଯୁକ୍ତକୁ ଗିରଫ କରି ସଦର ଥାନା ପୋଲିସର ତଦନ୍ତ କରୁଛି । ଏହା ସହ ଅସୁସ୍ଥ ଶିଶୁକନ୍ୟା…

ବନ୍ଧୁକ ମୁନରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଲୁଟ୍

ବନ୍ଧୁକ ମୁନରେ ବ୍ୟାଙ୍କ ଲୁଟ୍‌ । ବାରିପଦା କୁଳିଅଣା ଥାନା କୁଚେଇ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି । ୨ଟି ବାଇକରେ ୫ ଦୁର୍ବୃତ୍ତ ଆସି ବନ୍ଧୁକ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା । ତେବେ କେତେ ଟଙ୍କା ଲୁଟ୍…

ବାରିପଦା ଠାରେ ରାଜ୍ୟସ୍ତରୀୟ ଆଦିବାସୀ ଶକ୍ତି ସମାବେଶ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବାରିପଦାର ଛଉ ପଡ଼ିଆ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଆଦିବାସୀ ଶକ୍ତି ସମାବେଶକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତିଯେ, ଓଡ଼ିଶା ସାଂସ୍କୃତିକ ବୈଭବ ଚିତ୍ରପଟରେ ଜନଜାତି ସଂସ୍କୃତି ଏକ ସ୍ୱତନ୍ତ୍ର…

ବାରିପଦାରେ ଆୟୋଜିତ ହେଲା ପିଏମ୍ ବିଶ୍ବକର୍ମା ଜାତୀୟ କର୍ମଶାଳା ଓ ଏସସି-ଏସଟି ହବ୍ କନକ୍ଲେଭ୍

ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଛି “ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଏବଂ ଜାତୀୟ ଏସସି-ଏସଟି ହବ୍ କନକ୍ଲେଭ”। ଏଥିରେ ଅତିଥି ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଏହି ଅବସରରେ,…

ବାରିପଦାରେ ହେବ କଳା ବାଘ ସଫାରି: ଓଡ଼ିଶା ପର୍ଯ୍ୟଟନରେ ଆଉ ଏକ ନୂଆ ଅଧ୍ୟାୟ

ବାରିପଦାରେ ପ୍ରଥମ କଳା ବାଘ ସଫାରି ହେବା ପରେ ଓଡ଼ିଶା ପର୍ଯ୍ୟଟନରେ ଆଉ ଏକ ନୂଆ ଅଧ୍ୟାୟ ଯୋଡି ହେବ। ଏହି ସଫାରି ପର୍ଯ୍ୟଟକଙ୍କୁ ବିଶେଷ ଆକୃଷ୍ଟ କରିବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ବାରିପଦାର ୧୮ ନମ୍ବର ଜାତୀୟ ରାଜପଥ…

ଖୁବ୍‌ଶୀଘ୍ର ବାରିପଦାରେ ଆରମ୍ଭ ହେବାକୁ ଯାଉଛି କଳାବାଘ ସଫାରୀ

ଖୁବ୍‌ଶୀଘ୍ର ବାରିପଦାରେ କଳାବାଘ ସଫାରୀ ଆରମ୍ଭ ହେବା ନେଇ ସୂଚନା ଦେଲେ ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ । ସେ କହିଛନ୍ତି କଳା ବାଘ ସଫାରୀ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସିଜେଡଏ ଠାରୁ ଅନୁମତି ମିଳିଛି, ସୁପ୍ରିମକୋର୍ଟଙ୍କ ଅନୁମତିକୁ…