Tag: Bargarh Dhanu Yatra

Bargarh Dhanu Yatra: ସୁଶୀଲ ମେହେର ହେବେ ବରଗଡ଼ ଧନୁଯାତ୍ରା କଂସ

ବରଗଡ଼ ଧନୁଯାତ୍ରା ପାଇଁ ଘୋଷଣା ହେଲା କଂସଙ୍କ ନାଁ । ସୁଶୀଲ କୁମାର ମେହର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ କଂସ ମହାରାଜ ରୂପେ ମନୋନୀତ ହୋଇଛନ୍ତି । ୨୦୨୫-୨୬ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ସୁଶୀଲ । ସୁଶୀଲ…