ତାଜା ଖବର ଦେଶ ଭାରତରେ ପହଞ୍ଚିଲେ ଶେଖ ହସିନା August 5, 2024 Papirani ବାଂଲାଦେଶରେ ହିଂସାର ସ୍ଥିତି ଅଣାୟତ୍ତ ହୋଇଥିବାରୁ ୧୫ ବର୍ଷ ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରେ ଥିବା ଶେଖ ହସିନା ଆଜି ନିଜ ଜୀବନ ବଞ୍ଚାଇବା ପାଇଁ ନିଜ ପଦରୁ ଇସ୍ତଫା ଦେଇ ଭାରତ ପଳେଇ ଆସିଛନ୍ତି । ସେ ସଂଧ୍ୟା ୫ଟା ୩୬ରେ…
ତାଜା ଖବର ଦେଶ ବାଂଲାଦେଶ ହିଂସା ନେଇ ବିଏସ୍ଏଫ୍କୁ ହାଇ ଆଲର୍ଟ August 5, 2024 Papirani ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଶେଖ ହସିନାଙ୍କ ଇସ୍ତଫା ପରେ ଶାସନ ଭାର ହାତକୁ ନେଇଛି ସେନା । ଏହାପରେ ବାଂଲାଦେଶ ହିଂସା ନେଇ ବିଏସ୍ଏଫ୍କୁ ହାଇ ଆଲର୍ଟ ଜାରି କରାଯାଇଛି। ବାଂଲାଦେଶ ସୀମାରେ ମୁତୟନ ବିଏସ୍ଏଫ୍ର ସବୁ ୟୁନିଟ୍କୁ ଆଲର୍ଟ ଜାରି…
ତାଜା ଖବର ଦେଶ ଇସ୍ତଫା ଦେଇ ଦେଶ ଛାଡ଼ିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା August 5, 2024 Papirani ବାଂଲାଦେଶରେ ସଂରକ୍ଷଣ ବ୍ୟବସ୍ଥା ବିରୋଧ କରି ଚାଲିଥିବା ବିକ୍ଷୋଭ ପ୍ରଦର୍ଶନ ଲଗାତାର ଉଗ୍ର ହେବାରେ ଲାଗିଛି । ଏହି ସମୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶେଖ୍ ହସିନା। ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା…
ଦେଶ ବାଂଲାଦେଶରେ ହିଂସା: ସ୍ୱଦେଶ ଫେରୁଛନ୍ତି ଭାରତୀୟ ଛାତ୍ରଛାତ୍ରୀ July 21, 2024 Nirvay ବାଙ୍ଗଲାଦେଶରେ ହିଂସା ଥମିବାର ନାଁ ଧରୁନି। ଏହି ହିଂସା ପାଇଁ ସ୍ୱଦେଶ ଫେରୁଛନ୍ତି ଭାରତୀୟ ଛାତ୍ରଛାତ୍ରୀ । ବାଂଲାଦେଶ ଅଶାନ୍ତ ହୋଇପଡିଥିବାବେଳେ ୧୧୫କୁ ବଢ଼ିଲାଣି ମୃତ୍ୟୁସଂଖ୍ୟା । ନିଯୁକ୍ତିରେ ସଂରକ୍ଷଣକୁ ବିରୋଧ କରି ଏଭଳି ହିଂସା ଜାରି ରହିଛି । ହିଂସାକାଣ୍ଡ…