Tag: Balasore

ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ; ମୁଖ୍ୟମନ୍ତ୍ରୀ କଲେ ସହାୟତା ଘୋଷଣା

ସମ୍ପନ୍ନ ହେଲା ଫକୀରମୋହନ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଶେଷକୃତ୍ୟ । ଗତକାଲି ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସୋମ୍ୟାଶ୍ରୀ । ତାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କ ଗାଁ ବାଲେଶ୍ୱର ଜିଲ୍ଲା ଭୋଗରାଇର ପଳାସିଆକୁ ନିଆଯାଇଛି…

ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ ବିଶି

ବିଳମ୍ବିତ ରାତ୍ରିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ୍ସ ରେ ହୋଇଥିବା ଘୋଷଣା ଅନୁସାରେ ବାଲେଶ୍ୱର ଏଫ ଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ AIIMS ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ସୌମ୍ୟାଶ୍ରୀ ରାତି…

ବାଲେଶ୍ଵର ଛାତ୍ରୀଙ୍କ ଘଟଣା: ଏମ୍ସରେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଭୁବନେଶ୍ୱର ଏମ୍ସ ଗସ୍ତ କରିଛନ୍ତି । ସେଠାରେ ଚିକିତ୍ସାଧୀନ ଥିବା ଏଫ୍.ଏମ୍. କଲେଜ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ପରିବାର ସହିତ ମଧ୍ୟ ଆଲୋଚନା କରିଛନ୍ତି । ପୀଡ଼ିତାଙ୍କ ଆଶୁ ଆରୋଗ୍ୟ…

ଆଜି ବି ଜଟିଳ ରହିଛି ବାଲେଶ୍ବର ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା 

ବାଲେଶ୍ୱର ଫକୀର ମୋହନ କଲେଜ ପରିସରରେ ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା କାଲି ପରି ଆଜି ବି ଜଟିଳ ରହିଛି । ଏ ନେଇ ଆଜି ସୂଚନା ଦେଇଛନ୍ତି ଭୁବନେଶ୍ବର ଏମ୍ସ ଅଧୀକ୍ଷକ ଦିଲୀପ ପରିଡ଼ା । ସେ…

କଲେଜ ଛାତ୍ରୀଙ୍କ ଆତ୍ମହୁତି ଉଦ୍ୟମ ଘଟଣା: ଏମ୍ସରେ ଚାଲିଛି ପୀଡ଼ିତାଙ୍କ ଡାଏଲିସିସ୍

ଭୁବନେଶ୍ୱର ଏମ୍ସରେ ସଙ୍କଟାପନ୍ନ ଅବସ୍ଥାରେ ବର୍ଣ୍ଣ ୟୁନିଟ୍‌ରେ ଚାଲିଛି ଆତ୍ମହୁତି ଉଦ୍ୟମ କରିଥିବା କଲେଜ ଛାତ୍ରୀଙ୍କ ଚିକିତ୍ସା । ଛାତ୍ରୀଙ୍କ କିଡନୀ ଗୁରୁତର ଭାବେ ପ୍ରଭାବିତ ହୋଇଥିବାରୁ ଡାଏଲିସିସ୍ କରାଯାଉଛି । ପୀତିଡାଙ୍କ ଚିକିତ୍ସା ପାଇଁ ୮ ଜଣିଆ ଡାକ୍ତରୀ ଦଳ…

କଲେଜ ଛାତ୍ରୀଙ୍କୁ ନିର୍ଯାତନା ଓ ଆତ୍ମାହୁତି ଉଦ୍ୟମର ପ୍ରଚ୍ଛଦପଟ କାହାଣୀ

ଫକୀର ମୋହନ କଲେଜ ଛାତ୍ରୀଙ୍କୁ ନିର୍ଯାତନା ଦେବା ପଛରେ ବିଇଡି ବିଭାଗ ଏଚ୍.ଓଡି ସମୀର ସାହୁଙ୍କ ଉଦ୍ଦେଶ୍ୟ କ’ଣ ଥିଲା ? ବିଇଡି ବିଭାଗରେ ଶତାଧିକ ଛାତ୍ରଛାତ୍ରୀ ପଢୁଥିବାବେଳେ ପୀଡ଼ିତା ଜଣକ କାହିଁକି ଏଚ୍ଓଡିଙ୍କ ନିର୍ଯାତନାର ଶିକାର ହେଲେ । ବିଶ୍ୱସ୍ତ…

ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା; ସ୍ଥିତିରେ କିଛି ସୁଧାର ଆସିନି: AIIMS ନିର୍ଦ୍ଦେଶକ

ବାଲେଶ୍ବର ଫକୀର ମୋହନ କଲେଜରେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ଏହାରି ମଧ୍ୟରେ ପୀଡ଼ିତଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରତିକ୍ରିୟା ଦେଲେ AIIMS ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ। ସେ କହିଛନ୍ତି ପୀଡ଼ିତଙ୍କ ସ୍ବାସ୍ଥ୍ୟାବସ୍ଥାରେ କିଛି…

ବାଲେଶ୍ୱର ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ଓଡ଼ିଶାରେ ମହିଳା ଅସୁରକ୍ଷିତ ଥିବା କଥା ରାହୁଲ ଗାନ୍ଧୀ କହିବାର ଗୋଟିଏ ଦିନ ପରେ, ବାଲେଶ୍ୱର ଫକୀର ମୋହନ ୟୁନିଭର୍ସିଟିରେ କଲେଜ କ୍ୟାମ୍ପସରେ ଘଟିଥିବା ଏକ ଦୁଃଖଦ ଘଟଣା ଲୋକଲୋଚନକୁ ଆସିଛି । ଜଣେ ଯୁବତୀ ନ୍ୟାୟ ନପାଇବାରୁ ଆତ୍ମହତ୍ୟା କରିବାକୁ…

ବାଲେଶ୍ୱର ଛାତ୍ରୀ ଆତ୍ମହୂତି ଉଦ୍ୟମ ଘଟଣାରେ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ବିଜେଡି

ଫକୀର ମୋହନ ମହାବିଦ୍ୟାଳୟର ଜଣେ ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ ଘଟଣା ପାଇଁ କଲେଜ କର୍ତ୍ତୃପକ୍ଷ, ପୋଲିସର ନିଷ୍କ୍ରିୟତା ଓ ବାଲେଶ୍ୱର ସାଂସଦଙ୍କ ଦାୟିତ୍ୱହୀନତାକୁ ଦାୟୀ କରିଛି ବିଜେଡି । ରାଜ୍ୟରେ ନାରୀ ନ୍ୟାୟ ପାଇବା ପାଇଁ…

ବାଲେଶ୍ୱର ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଅଭିଯୁକ୍ତ ଏଚ୍‌ଓଡି ଗିରଫ

ବାଲେଶ୍ୱର ଫକୀର ମୋହନ ୟୁନିଭର୍ସିଟିରେ କଲେଜ କ୍ୟାମ୍ପସରେ ନିଜ ଦେହରେ ନିଆଁ ଲଗାଇ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ଉଚ୍ଚ ଶିକ୍ଷା ବିଭାଗ ଆଜି ବଡ଼ ପଦକ୍ଷେପ ନେଇଛି । ବାଲେଶ୍ୱର ଘଟଣାରେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଉଚ୍ଚଶିକ୍ଷା…