ତାଜା ଖବର ରାଜ୍ୟ ସରକାରୀ ଜମିରେ ତିଆରି ହୋଇଛି ବୈକୁଣ୍ଠଧାମ ଆଶ୍ରମ ! November 18, 2024 Papirani ଖଣ୍ଡଗିରି କୋଳଥିଆସ୍ଥିତ ଶ୍ରୀ ବୈକୁଣ୍ଠଧାମ ଆଶ୍ରମରେ ନାବାଳକଙ୍କୁ କଳ୍କୀ ଅବତାର କହି ଜଣେ ନାବାଳକଙ୍କୁ ପୂଜା କରାଯାଉଥିବା ପ୍ରସଙ୍ଗରେ ଆଶ୍ରମରେ ବିଡିଏ, ବିଏମ୍ସି ଏବଂ ତହସିଲ ଟିମ୍ ପହଞ୍ଚି ମିଳିତ ଛାନ୍ଭିନ୍ ଆରମ୍ଭ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ବୈକୁଣ୍ଠ…