ତାଜା ଖବର ରାଜ୍ୟ ବିକ୍ରି ହୋଇଥିବା ଶିଶୁ କନ୍ୟାକୁ ଫେରାଇଲେ ଆନ୍ଧ୍ର ଦମ୍ପତି November 20, 2024 Papirani ଦାରିଦ୍ର୍ୟ ଯୋଗୁ ଶିଶୁକନ୍ୟାକୁ ଅନ୍ୟହାତକୁ ଟେକିଦେଲା ମାଆ ଓ ବାପା। ନଭେମ୍ବର ୩ରେ ଜନ୍ମିତ ଶିଶୁକୁ ୧୧ ତାରିଖରେ ବିକିଥିଲେ ଜନ୍ମ କଲା ମାଆ। ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଜେକେପୁର ନିକଟସ୍ଥ ନୂଆପଡା ବସ୍ତିରେ ରହୁଥିବା ରାହୁଲ ଧାନବାଡି ଓ…