Tag: Azadnagar Blast

Azadnagar Explosion: ଭୁବନେଶ୍ବର ଆଜାଦନଗର ବିସ୍ଫୋରଣ ଘଟଣା; ତଦନ୍ତ କରିବ ଏନ୍ଆଇଏ

ଭୁବନେଶ୍ବର ଆଜାଦନଗର ବିସ୍ଫୋରଣ ଘଟଣାର ତଦନ୍ତ କରିବ ଜାତୀୟ ତଦନ୍ତ ସଂସ୍ଥା (ଏନ୍ଆଇଏ) । ଅପରାଧିକ ଲିଙ୍କ୍‌, ଆତଙ୍କୀ ହମ୍‌ଲା ସମ୍ପର୍କିତ ତଦନ୍ତ କରିବ ଏନ୍ଆଇଏ । ନୂଆଦିଲ୍ଲୀରୁ କ୍ଲିୟରାନ୍ସ ପରେ ୧/୨୬ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ଏବଂ…