ତାଜା ଖବର ଦେଶ ରାଜନୀତି ୪ ରାଜ୍ୟର ୫ ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା May 25, 2025 Papirani ୪ ରାଜ୍ୟର ୫ ବିଧାନସଭା ଆସନ ପାଇଁ ହେବାକୁ ଯାଉଛି ଉପନିର୍ବାଚନ । ବିଧାୟକମାନଙ୍କ ଇସ୍ତଫା କିମ୍ବା ମୃତ୍ୟୁ ଯୋଗୁଁ ଖାଲିପଡ଼ିଥିବା ଆସନଗୁଡ଼ିକ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରାଯାଇଛି । ଭାରତୀୟ ନିର୍ବାଚନ କମିଶନ ଗୁଜରାଟ, କେରଳ, ପଞ୍ଜାବ ଏବଂ…