Tag: Arrest

ସରକାରୀ ଟଙ୍କାରେ ଚାଲିଥିଲା ଗେମିଂ ଆପ୍‌ରେ ବେଟିଂ; ପିଇଓ ଗିରଫ

ସରକାରୀ ଅର୍ଥରେ କ୍ରିକେଟ୍ ବେଟିଂ । ୪୩ ଲକ୍ଷର ସରକାରୀ ଅର୍ଥରେ କ୍ରିକେଟ୍‌ ଓ ଗେମିଂ ଆପ୍‌ରେ ବେଟିଂ କରି ପିଇଓ ଗିରଫ । ସରକାରୀ ଅର୍ଥ ହେରଫେର ମାମଲାରେ ଭିଜିଲାନ୍ସ ଦ୍ୱାରା ଆଜି ଗିରଫ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି…

ବିଜେଡି ନେତା ରାଜା ଚକ୍ରଙ୍କ ଘନିଷ୍ଠ ସହଯୋଗୀ ଗିରଫ

ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଆଉ ଜଣେ ଗିରଫ । ବିଜେଡି ନେତା ରାଜା ଚକ୍ରଙ୍କ ଘନିଷ୍ଠ ସହଯୋଗୀ ସୁଶାନ୍ତ ସାମଲ ଗିରଫ ହୋଇଥିବା ସୂଚନା । ବେଆଇନ ସମ୍ପତ୍ତି ଲୁଚାଇ ରଖିଥିବା ଅଭିଯୋଗରେ ଇଓଡବ୍ଲ୍ୟୁ ଗିରଫ କରିଥିବା…

ୟୁଟ୍ୟୁବର ତପି ମିଶ୍ର ଗିରଫ

ୟୁଟ୍ୟୁବର ସରୋଜ ମିଶ୍ର ଓରଫ୍ ତପି ମିଶ୍ର ଗିରଫ । ସୋସିଆଲ୍‌ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଗିରଫ । ଇନ୍‌ଫୋସିଟି ଥାନା ପୋଲିସ ତପି ମିଶ୍ରଙ୍କୁ ଗିରଫ କରିଥିବା ସୂଚନା । ନୂଆ ଓଡ଼ିଆ ଫିଲ୍ମ ‘ଘମାଘୋଟ’ ବିଷୟରେ ଗଣମାଧ୍ୟମକୁ…

ଗିରଫ ହେଲେ ଏସଟିଏ ଯୁଗ୍ମ କମିଶନର ପ୍ରଦୀପ ମହାନ୍ତି; ମିଳିଲା ପୁଳା ପୁଳା ଟଙ୍କା

ଗିରଫ ହେଲେ କୋଟିପତି ବାବୁ । କଟକ ଏସଟିଏ ଯୁଗ୍ମ କମିଶନର ପ୍ରଦୀପ ମହାନ୍ତିଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ଭୁବେନଶ୍ୱର, ଖୋର୍ଦ୍ଧା କଟକ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିଲା ।ଚଢାଉବେଳେ ପ୍ରଦୀପ…

ନିଲମ୍ବିତ ସହ ଗିରଫ ହେଲେ କୁଜଙ୍ଗ ଥାନା ଆଇଆଇସି ତପନ ନାହାକ

ନିଲମ୍ବିତ ସହିତ ଗିରଫ ହେଲେ ରସିକିଆ ଆଇଆଇସି । କୁଜଙ୍ଗ ଥାନା ରସିକିଆ ତପନ କୁମାର ନାହାକ ନିଲମ୍ବିତ ସହ ଗିରଫ ।କୁଜଙ୍ଗ ଥାନା ଆଇଆଇସିଙ୍କୁ ନିଲମ୍ବନ କଲେ ଡିଜିପି। ମହିଳା ହୋମାଗାର୍ଡଙ୍କୁ ପ୍ରେମ କରି ଫସାଇବା ପରେ ପ୍ରତାରଣା କରିଥିବା…

ସହଦେବ ହତ୍ୟା ମାମଲା: ଆତ୍ମସମର୍ପଣ କଲା ମୁଖ୍ୟ ଅଭିଯୁକ୍ତ ନିଶାରାଣୀ ରମା

ରାଜଧାନୀରେ ହୋଇଥିବା ବହୁ ଚର୍ଚ୍ଚିତ ରସୁଲଗଡ ଓଭରବ୍ରିଜ୍ ଉପରେ ପୋଲିସ ମିତ୍ର ସହଦେବ ନାୟକଙ୍କ ହତ୍ୟା ମାମଲାରେ ଆଜି ମଞ୍ଚେଶ୍ୱର ଥାନାରେ ଆତ୍ମସମର୍ପଣ କଲା ମୁଖ୍ୟ ଅଭିଯୁକ୍ତ ଲେଡି ମାଷ୍ଟରମାଇଣ୍ଡ ନିଶାରାଣୀ ରମା । ପୋଲିସ ଏହି ଘଟଣାର ତଦନ୍ତ ଜାରି…

କଳାହାଣ୍ଡି ପୋଲିସ ହାତରେ ୮ ଦୁର୍ଦ୍ଦାନ୍ତ ଆନ୍ତରାଜ୍ୟ ଡକାୟତି ଗ୍ୟାଙ୍ଗ; ୩ କୋଟି ୫୧ ଲକ୍ଷ ଟଙ୍କା ଜବତ

କଳାହାଣ୍ଡି ପୋଲିସର ବଡ଼ ସଫଳତା । ଡକାୟତ କରି ରାଜ୍ୟରେ ଆତଙ୍କ ଖେଳାଇଥିବା ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି କଳାହାଣ୍ଡି ପୋଲିସ। ଏକ ବଡ ଧରଣର ଡକାୟତି ଘଟଣାରେ ସମ୍ପୃକ୍ତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା…

ଗିରଫ ହେଲେ ବଣାଇ ଆଇଟିଡିଏ ପିଏ ବିଶ୍ୱଦର୍ଶୀ ସାହୁ

ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଆଇଟିଡିଏ ପିଏ ବିଶ୍ୱଦର୍ଶୀ ସାହୁଙ୍କୁ ଗିରଫ କରିଛି । ଜବତ ସମ୍ପତ୍ତିର ସନ୍ତୋଷ ଜନକ ଉତ୍ତର ନ ଦେଇପାରିବାରୁ ଭିଜିଲାନ୍ସ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ…

ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ RPF ଏଏସ୍‌ଆଇ ଗିରଫ

ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଆରପିଏଫ ଏଏସ୍‌ଆଇ ଗିରଫ । ଭୁବନେଶ୍ୱର ଆରପିଏଫ ଏଏସଆଇ ନିରଞ୍ଜନ ଜେନା ଗିରଫ ହୋଇଛନ୍ତି । ଦୁଇ ଦିନ ପୂର୍ବେ ଟ୍ରେନରେ ଆସି ଷ୍ଟେସନରେ ଓହ୍ଲାଇଥିଲେ ଯୁବତୀ । ଯୁବତୀଙ୍କ ଘର ଜଗତସିଂପୁରରେ । ସେ ଭୁବନେଶ୍ବରର…

ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ ଗିରଫ

ବିଜେଡି ନେତା ତଥା ଯାଜପୁର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଭାଇ ଭବ ପ୍ରସାଦ ଦାସ(ଲଲ) ଗିରଫ । ବିରଜା ହାଟ ବ୍ୟବସାୟୀଙ୍କୁ ଧମକ ଦେବା ନେଇ ଥାନାରେ ଅଭିଯୋଗ ପରେ ଗତକାଲି ବିଳମ୍ବିତ ରାତିରେ ଭବ ଦାସଙ୍କୁ ଘରୁ…