Tag: Arpana Ratha

ଗତକାଲି ପହଣ୍ଡିରେ ଅଘଟଣକୁ ନେଇ ଚିନ୍ତା ପ୍ରକଟ କଲେ ଗଜପତି ମହାରାଜା

ଗତକାଲି ପହଣ୍ଡିରେ ଅଘଟଣକୁ ନେଇ ଚିନ୍ତା ପ୍ରକଟ କଲେ ଗଜପତି ମହାରାଜା। ସେ କହିଛନ୍ତି ଗତକାଲି ଯାହା ଘଟିଲା ତାହା ସାରା ବିଶ୍ୱର ଜଗନ୍ନାଥ ପ୍ରେମୀଙ୍କୁ ମର୍ମାହତ ଓ ଦୁଃଖିତ କରିଛି। କାଲିର ଘଟଣାରୁ ସେବାୟତମାନେ ଯାହା ଶିଖିବା କଥା ଶିଖିଛନ୍ତି।…

ଅର୍ପଣ ରଥରୁ ମିଳିଛି ୩ କୋଟି ୬ ଲକ୍ଷ

ପୁରୀ : ଅର୍ପଣ ରଥରୁ ୩ କୋଟିରୁ ଅଧିକ ଦକ୍ଷିଣା ମିଳିଛି। ୩ କୋଟି ୬ ଲକ୍ଷ ୬୨ ହଜାର ୮୧୩ ଟଙ୍କା ଦକ୍ଷିଣା ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁବାର ଏନେଇ ସୂଚନା ମିଳିଛି। ଜାନୁଆରୀ ୨୨ରୁ ଫେବ୍ରୁଆରୀ ୭…

ଜଗନ୍ନାଥଙ୍କ ଅର୍ପଣ ରଥରେ ପରିବା ବିକ୍ରି! ମହାପ୍ରଭୁଙ୍କ ଘୋର ଅପମାନ!

ପୁଣି ସାମ୍ନାକୁ ଆସିଲା ଅର୍ପଣ ରଥ ନାଁରେ ଜଗନ୍ନାଥଙ୍କୁ ଅବମାନନା । ଅର୍ପଣ ରଥରେ ପରିବା ବିକ୍ରି ହେଉଥିବା ଭିଡ଼ିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି । ଏହି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ଜାମୁଝାଡି ଅଞ୍ଚଳରେ…