ପୁଣି ସାମ୍ନାକୁ ଆସିଲା ଅର୍ପଣ ରଥ ନାଁରେ ଜଗନ୍ନାଥଙ୍କୁ ଅବମାନନା । ଅର୍ପଣ ରଥରେ ପରିବା ବିକ୍ରି ହେଉଥିବା ଭିଡ଼ିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି । ଏହି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ଜାମୁଝାଡି ଅଞ୍ଚଳରେ ।

ଗୋଟେ ପଟେ ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବଡ ସ୍ବପ୍ନ ଥିବାବେଳେ ଗୋଟେପଟେ ବିରୋଧୀ ଦଳ ପକ୍ଷରୁ ଲଗାତାର ଵିରୋଧ ଏବେ ଚର୍ଚ୍ଚା ରେ। ନିକଟରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଫଟୋ ଟି ଗଞ୍ଜାମ ଜିଲ୍ଲା ସ୍ଥିତ ସିଦ୍ଧି ବିନାୟକ ପୀଠ ପାଖର ଦୃଶ୍ୟ ଭଳି ଜଣାପଡିଥିଲା। ଏଥିରେ ଦେଖିବାକୁ ମିଳିଥିଲା କି ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିକୁ କିଭଳି ରାସ୍ତା ମଝିରେ ଅବହେଳା କରି ରଖାଯାଇଛି। ଏହି ଫଟୋ ଭାଇରାଲ ହେଲା ପରେ ତୀବ୍ର ପ୍ରତିକ୍ରିୟା ସାମ୍ନାକୁ ଆସିଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *