Tag: Anjani Soren

ମୟୂରଭଞ୍ଜ ଲୋକସଭା ଆସନରୁ ଲଢ଼ିବେ ଅଞ୍ଜନି ସୋରେନ

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ଅଞ୍ଜନି ସୋରେନଙ୍କୁ ପ୍ରାର୍ଥୀ ଘୋଷଣା କଲା JMM।ମୟୂରଭଞ୍ଜ ଲୋକସଭା ଆସନରୁ ଲଢ଼ିବେ ଅଞ୍ଜନି ସୋରେନ।ସୂଚନା ଅନୁଯାୟୀ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଘରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।