Tag: Andra BEd

BEd Certificate Fraud: ଲକ୍ଷାଧିକ ଟଙ୍କାରେ ବିକ୍ରି ହେଉଛି ଆନ୍ଧ୍ର ବିଏଡ୍‌ ସାର୍ଟିଫିକେଟ୍‌

ପଶ୍ଚିମ ଓଡ଼ିଶାରେ ବି.ଏଡ୍. ସାର୍ଟିଫିକେଟର ବଡ଼ ରାକେଟର ପର୍ଦ୍ଦାଫାସ ହୋଇଛି । ଟଙ୍କା ଦେଲେ ମିଳୁଛି ଆନ୍ଧ୍ର ବିଏଡ୍‌ ସାର୍ଟିଫିକେଟ୍‌ । ଲକ୍ଷାଧିକ ଟଙ୍କାରେ ବିକ୍ରି ହେଉଛି ଆନ୍ଧ୍ରା ବି.ଏଡ୍. ସାର୍ଟିଫିକେଟ । ଆଶାୟୀଙ୍କୁ ମିଠା ମିଠା କଥା କହି ଲକ୍ଷାଧିକ…