Tag: Anant Nag

Dadasaheb Phalke Award 2024: କନ୍ନଡ଼ ଅଭିନେତା ଅନନ୍ତ ନାଗଙ୍କୁ ମିଳିବ ଦାଦାସାହେବ ଫାଲକେ ଆୱାର୍ଡ

ଭାରତୀୟ ସିନେଜଗତର ପ୍ରସିଦ୍ଧ ତଥା କିମ୍ବଦନ୍ତୀ କନ୍ନଡ଼ ଅଭିନେତା ଅନନ୍ତ ନାଗଙ୍କୁ ମିଳିବ ସିନେମା ଜଗତର ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲକେ ଆୱାର୍ଡ। ୨୦୨୪ ବର୍ଷ ପାଇଁ ଏହି ସମ୍ମାନଜନକ ପୁରସ୍କାର ଘୋଷଣା କରାଯାଇଛି। ଦାଦାସାହେବ ଫାଲକେ ପୁରସ୍କାର ଚୟନ କମିଟିର…