ତାଜା ଖବର ରାଜ୍ୟ ୧୫ ଦିନ ପରେ ଆନ୍ଦୋଳନରୁ ଓହରିଲା ଅମଲା ସଂଘ August 26, 2025 Papirani ଦୀର୍ଘ ୧୫ ଦିନ ଧରି ଜାରି ରହିଥିବା ଆନ୍ଦୋଳନକୁ ସ୍ଥଗିତ ରଖିଲା ଅମଲା ସଂଘ । ଗତକାଲି ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା ପରେ ସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଛି । ଏ ନେଇ ସୂଚନା ଦେଇଛନ୍ତି ଅମଲା ସଂଘ…