ତାଜା ଖବର ରାଜ୍ୟ Rourkela Aircraft Crash: ରାଉରକେଲା ବିମାନ କ୍ରାସ୍ ଘଟଣା: ୨ ଆହତ ପାଇଲଟ୍ ଭଲ ଅଛନ୍ତି: ଉଷା ପାଢ଼ୀ January 11, 2026 Papirani ରାଉରକେଲା ବିମାନ କ୍ରାସ୍ ଘଟଣାରେ ୨ ଆହତ ମୁମ୍ବାଇ ଏୟାର ଲିଫ୍ଟ ହୋଇଛନ୍ତି । ଏ ନେଇ ଆଜି ସୂଚନା ଦେଇଛନ୍ତି ପରିବହନ ସଚିବ ଉଷା ପାଢ଼ୀ । ସେ କହିଛନ୍ତି ୨ ଆହତ ପାଇଲଟ୍ଙ୍କୁ ସ୍ବଇଚ୍ଛାରେ ମୁମ୍ବାଇ ଏୟାର ଲିଫ୍ଟ…