ତାଜା ଖବର ଦେଶ Agniveer Service Tenure Extended: ଅଗ୍ନିବୀରମାନଙ୍କ କାର୍ଯ୍ୟକାଳ ୨ ବର୍ଷ ବୃଦ୍ଧି କଲେ କେନ୍ଦ୍ର ସରକାର: November 4, 2026 Papirani ଦେଶର ସୁରକ୍ଷା ବାହିନୀରେ ଅଗ୍ନିବୀରମାନଙ୍କ ପାଇଁ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଅଗ୍ନିବୀରମାନଙ୍କ ସେବା ଅବଧିକୁ ଆଉ ଦୁଇ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ବୁଧବାର ଦିନ ପ୍ରତିରକ୍ଷା କାର୍ଯ୍ୟାଳୟର ମୁଖ୍ୟ (CDS) ଜେନେରାଲ୍ ଏନ୍.ଏସ୍. ରାଜା ସୁବ୍ରମଣି…