ତାଜା ଖବର ରାଜ୍ୟ Pitabas Panda Murder Case: ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା; ପୁଣି ରିମାଣ୍ଡରେ ଗଲେ ୪ ଅଭିଯୁକ୍ତ November 21, 2025 Papirani ବହୁ ଚର୍ଚ୍ଚିତ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୁଣି ରିମାଣ୍ଡରେ ଗଲେ ୪ ଅଭିଯୁକ୍ତ। ସେମାନଙ୍କୁ ପୁଣି ୨ ଦିନଆ ରିମାଣ୍ଡରେ ନେଇଛି ପୋଲିସ। ଆଜି ଅଭିଯୁକ୍ତ ଉମା, ଚିଣ୍ଟୁ, କୁରୁପତି ଓ ଯୋଗେନ୍ଦ୍ରକୁ ୨ ଦିନିଆ ରିମାଣ୍ଡରେ…