ତାଜା ଖବର ରାଜ୍ୟ ରାଜଧାନୀରେ ମୋ ବସର ସିରିଜ୍ ଦୁର୍ଘଟଣା; ୪ ଆହତ January 23, 2025 Papirani ରାଜଧାନୀ ଭୁବନେଶ୍ୱରରେ ସିରିଜ୍ ଦୁର୍ଘଟଣା ଘଟାଇଲା ମୋ ବସ୍। ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ଯାଉଥିବା ବେଳେ ସିରିଜ ଦୁର୍ଘଟଣା ଘଟାଇଛି ମୋ ବସ୍। ମୋ ବସ୍ ଧକ୍କାରେ ୩ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୪ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ…
ତାଜା ଖବର ରାଜନୀତି ରାଜ୍ୟ ସମ୍ବଲପୁରରେ ୨ ବିଜେପି କର୍ମୀ ମୃତ; ଦୁର୍ଘଟଣା ନା ହତ୍ୟା ନେଇ ଉଠିଲା ପ୍ରଶ୍ନ January 5, 2025 Papirani କାର୍-ହାଇୱା ଧକ୍କାରେ ୨ ବିଜେପି କର୍ମୀଙ୍କ ମୃତ୍ୟୁ। ଭୁବନେଶ୍ୱରରୁ ଘରକୁ ଫେରୁଥିବାବେଳେ କାରକୁ ଧକ୍କା ଦେଇଥିଲା ହାଇୱା । ବରଗଡ଼ ଜାତୀୟ ରାଜପଥ କଣ୍ଟାପାଲି ଓଭରବ୍ରିଜ ନିକଟରେ ଦୁର୍ଘଟଣା ଘଟି ବିଜେପି ଗୋଶାଳା ମଣ୍ଡଳ ସଭାପତିଙ୍କ ସହ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ…
ତାଜା ଖବର ରାଜ୍ୟ ଗ୍ୟାସ୍ ପାଇପ୍ ଲାଇନ୍ ମରାମତି ବେଳେ ଅଘଟଣ; ମାଟି ତଳୁ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର December 6, 2024 Papirani ବିପିସିଏଲ ଗ୍ୟାସ୍ ପାଇପ୍ ଲାଇନ୍ ମରାମତି ବେଳେ ଫସିଲେ ଶ୍ରମିକ । ମାଟି ତଳ ସମ୍ପରେ ଜଣେ ଶ୍ରମିକ ଫସି ରହିଥିବାର ଜଣାଯାଇଛି ।ମରାମତି ବେଳେ ଗ୍ୟାସ ଲିକ ମଧ୍ୟ ହେଉଥିବା ସୂଚନା ମିଳିଛି। ଗ୍ୟାସ୍ ଲିକ୍ ଓ ଶ୍ରମିକ ଫସିଯାଇଥିବା…
ତାଜା ଖବର ରାଜ୍ୟ ବାଲିଯାତ୍ରା ରେ ଅଘଟଣ, କରେଣ୍ଟ ଲାଗି ଯୁକ୍ତ ଦୁଇ ଛାତ୍ର ଙ୍କ ମୃତ୍ୟୁ November 17, 2024 Nirvay କଟକ ବାଲିଯାତ୍ରାରେ ଅଘଟଣ। ବାଲିଯାତ୍ରାରେ ବିଦ୍ୟୁତ ଆଘାତରେ ନାବାଳକ ମୃତ। ଲିଚୁ ଲାଇଟ ଧରିଦେବାରୁ କରେଣ୍ଟ ଲାଗି ନାବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଜି ସେ ସାଙ୍ଗମାନଙ୍କ ସହିତ ବାଲିଯାତ୍ରା ବୁଲିବାକୁ ଆସିଥିଲେ। ନାବାଳକଙ୍କୁ ବିଦ୍ୟୁତ ଆଘାତ ଲାଗିବା ପରେ ଗୁରୁତର…
ତାଜା ଖବର ରାଜ୍ୟ ରାଜଧାନୀରେ ମୋ ବସ ଡ୍ରାଇଭରଙ୍କ ଦୌରାତ୍ମ୍ୟ November 3, 2024 Papirani ଦିନକୁ ଦିନ ରାଜଧାନୀରେ ଚିନ୍ତାର ବିଷୟ ପାଲଟିଛି ମୋ ବସ ଡ୍ରାଇଭରଙ୍କ ଉତ୍ପାତ । ମଣିଷ ଭଳି ଚଲାଉନାହାନ୍ତି ଗାଡି, ବାଇକ୍ ଭଳି ମୋ ବସ ଚଲାଇବା ଲୋକମାନଙ୍କ ପାଇଁ ଆଣୁଛି ବିପଦ । ଏଭଳି ଘଟଣା ପ୍ରତ୍ୟେକ ଦିନ ମୋ…
ତାଜା ଖବର ରାଜ୍ୟ ଉଠା ଦୋକାନ ଉପରକୁ ମାଡିଗଲା ପୋଲିସ; ଦୁଇ ଆହତ September 13, 2024 Papirani କଟକ ବିଜୁ ପଟ୍ଟନାୟକ ଛକରେ ଦୁର୍ଘଟଣା । ୨ ଜଣଙ୍କୁ ଧକ୍କା ଦେଇ ନାଳରେ ପଶିଲା ପୋଲିସ ଗାଡ଼ି । ବିଜୁ ପଟ୍ଟନାୟକ ଛକରେ ଥିବା ଉଠା ଦୋକାନୀ ଉପରକୁ ମାଡ଼ିଗଲା ପୋଲିସ ଗାଡ଼ି । ଜଣେ ଜୋତା ମରାମତି ଦୋକାନୀ…
ରାଜନୀତି ରାଜ୍ୟ ଚଳିତ ବର୍ଷ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି ୫ ହଜାର ୬୯୬ ଜଣ: ପରିବହନ ମନ୍ତ୍ରୀ September 5, 2024 Papirani ଦିନକୁ ଦିନ ରାଜ୍ୟରେ ବଢୁଛି ଦୁର୍ଘଟଣାଜନିତ ମୃତ୍ୟୁ ଓ ଆହତଙ୍କ ସଂଖ୍ୟା । ପ୍ରତି ବର୍ଷ ଦୁର୍ଘଟଣାରେ ଯାଉଛି ହଜାର ହଜାର ଜଣଙ୍କ ଜୀବନ । ଏହି ସମ୍ପର୍କରେ ଆଜି ବିଧାନସଭା ଗୃହରେ ସନାତନ ମହାକୁଡ଼ ପଚାରିଥିବା ପ୍ରଶ୍ନରେ ପରିବହନ ମନ୍ତ୍ରୀ…
ତାଜା ଖବର ରାଜ୍ୟ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ସ୍କୁଲ୍ ଭ୍ୟାନ୍; ୧୦ ଛାତ୍ରୀଛାତ୍ର ଆହତ August 30, 2024 Papirani ଚାନ୍ଦବାଲି-ଭଦ୍ରକ ରାସ୍ତାର ନାଲୁଗୁଣ୍ଡା ପାଖରେ ସ୍କୁଲ୍ ପିଲା ଥିବା ଭ୍ୟାନ୍ ଦୁର୍ଘଟଣା । ଦ୍ବିଗୋଚ୍ଛିଆରେ ଥିବା ଉତ୍କଳ ମଣି ଗୋପବନ୍ଧୁ ବିଦ୍ୟାମନ୍ଦିରର ସ୍କୁଲଭ୍ୟାନ ସ୍କୁଲ୍ ଛାତ୍ର ଛାତ୍ରୀଙ୍କୁ ଆଣି ଆସିବା ବେଳେ ଭାରସାମ୍ୟ ହରାଇ ଓଲଟିଲ ସ୍କୁଲ୍ ଭ୍ୟାନ୍ । ରାସ୍ତା…
ତାଜା ଖବର ଦେଶ ବିଶ୍ୱ ନଦୀକୁ ଖସିଲା ଭାରତୀୟ ଯାତ୍ରୀବାହୀ ବସ୍; ୧୪ ମୃତ August 23, 2024 Nirvay ନେପାଳର ମାର୍ସାଙ୍ଗଡ଼ି ନଦୀକୁ ଖସିପଡ଼ିଛି ଭାରତୀୟ ଯାତ୍ରୀବାହୀ ବସ। ବସରେ ୪୦ ଜଣ ଭାରତୀୟ ଥିବାବେଳେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ୧୬ ଜଣଙ୍କୁ ଉଦ୍ଧାର କରାଯାଇଛି। ଶୁକ୍ରବାର ପୋଖରାରୁ ନେପାଳ କାଠମାଣ୍ଡୁକୁ ଯାଉଥିବା ଏକ ଭାରତୀୟ ଯାତ୍ରୀବାହୀ ବସ୍ ନମ୍ବର…
ତାଜା ଖବର ରାଜ୍ୟ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୫ ମୃତ, ୨୦ରୁ ଊର୍ଦ୍ଧ୍ୱ ଆହତ August 22, 2024 Nirvay ଗଞ୍ଜାମ ଜିଲ୍ଲା ସମରଝୋଳ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ଏକ ଯାତ୍ରୀବାହୀ ବସ୍ ଆସିକାରୁ ବ୍ରହ୍ମପୁର ପଟକୁ ଆସୁଥିଲା । ତେଲ ଟ୍ୟାଙ୍କର ବ୍ରହ୍ମପୁରରୁ ଆସିକା…