ତାଜା ଖବର ରାଜ୍ୟ ଆଜିଠୁ ରାଜ୍ୟରେ ଆରମ୍ଭ ଆମ ଶାସନ ବ୍ୟବସ୍ଥା; ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ଓ ପ୍ରଶାସନ August 26, 2025 Papirani ଆଜିଠୁ ରାଜ୍ୟରେ ଆମ ଶାସନ ବ୍ୟବସ୍ଥା । ଲୋକଙ୍କ ମତାମତ ଆଧାରରେ ନିର୍ଦ୍ଧାରଣ ହେବ ନୀତି । ରାଜ୍ୟରେ ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ନାଗରିକମାନଙ୍କଠାରୁ ସିଧାସଳଖ ମତାମତ ସଂଗ୍ରହ ପାଇଁ ଆମ ଶାସନ ବ୍ୟବସ୍ଥା ଆରମ୍ଭ…